Spread the love

୨୬ ଜାନୁଆରୀ ଟ୍ରାକ୍ଟର ରାଲିରେ ପ୍ରାଣ ହରାଇଥିବା ଚାଷୀ ପରିବାରକୁ ଭେଟିଲେ ପ୍ରିୟଙ୍କା 

 

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମୃତ ଚାଷିଙ୍କ ପରିବାରକୁ ଭେଟିଲେ

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ /ରାମପୁର: ଆଜି ମୃତ ଚାଷିଙ୍କ ପରିବାରକୁ ଭେଟିଛନ୍ତି ପ୍ରିୟଙ୍କା l ଗାତ ଜାନୁଆରୀ ୨୬ ତାରିଖରେ ଚାଷୀ ଆନ୍ଦୋଳନ ସମୟରେ ଉକ୍ତ ଚାଷୀ ପ୍ରାଣ ହରାଇଥିଲେ। ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା 26 ଜାନୁଆରୀରେ ଦିଲ୍ଲୀରେ ଟ୍ରାକ୍ଟର ସମାବେଶରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ବାସଭବନରେ ଭେଟିଛନ୍ତି।