Spread the love

 ଟୀକା ନେଲେ ପୁଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ

 

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଭିତରେ ଦ୍ଵିତୀୟ ପର୍ଯ୍ୟାୟ ଟୀକା କରଣ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ପୁଲିସ କମିଶନର୍ ଡାଃ. ସୁଧାଂଶୁ ଷଡଙ୍ଗୀ ଙ୍କ ସମେତ କଟକ ଡି ସି ପି ଶ୍ରୀ ପ୍ରତୀକ ସିଂହ ଏବଂ ବହୁ ଉଚ୍ଚ ପଦସ୍ଥ ପୁଲିସ କର୍ମଚାରୀମାନେ ଟୀକା ଗ୍ରହଣ କରିଥିଲେ l