ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ସହିଦ୍ ଦିବସ ପାଳନ

ଜେ ବି ଏନ, ୧୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ସହିଦ୍ ଦିବସ ପାଳନ କରାଯାଇଥିଲା l ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ସ୍ଥାନୀୟ ଗଣେଶ ବଜାର ଠାରୁ ବାହାରି ସହିଦ୍ ମିନାର ନିକଟକୁ ୫୦ ରୁ ଉର୍ଦ୍ଧ ଛାତ୍ର ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ l ଫୁଲବାମା ଠାରେ ହୋଇଥିବା ସହିଦ୍ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା l ଏହି ଶୋଭାଯାତ୍ରାରେ ଛାତ୍ର ନେତା ଶୁଭମ୍ ଦାସ, ନଗର ସଭାପତି ହାଇଦର ମହମ୍ମଦ, ଯୁବ ନେତା ସଚ୍ଚିଦାନନ୍ଦ ନନ୍ଦ ଏବଂ ସଂଗ୍ରାମ ସାହୁ, ଡୋନେଶ ମହାପାତ୍ର, ଜାସନ ଦାସ ଉପସ୍ଥିତ ଥିଲେ l



