ବିପଦରୁ ବନ୍ଧୁ ପକ୍ଷରୁ ଆଶାବାଡ଼ି ପ୍ରଦାନ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୧୮.୦୨.୨୦୨୧) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଳିମେଘି ଗ୍ରାମର ସମ୍ବାରି ଦାସ ନାମକ ଜଣେ ବୃଦ୍ଧ ଙ୍କୁ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ସଦସ୍ୟ ଗୌରହରି ପୋଲାଇ, ବନବାସ ପୋଲାଇ ପ୍ରମୁଖ ସମ୍ବାରି ଙ୍କ ଘର କୁ ଯାଇ ଆଶା ବାଡ଼ି ପ୍ରଦାନ କରିଛନ୍ତି । ଆଶାବାଡ଼ି ପାଇ ସମ୍ବାରି ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ପ୍ରଦାନ କରିଛନ୍ତି ।ଆଶାବାଡ଼ି ଦ୍ଵାରା ସେ ସହଜରେ ଚାଲିପାରିବେ ବୋଲି କହିଛନ୍ତି ।



