ନେପାଳ ବିମାନ ଦୁର୍ଘଟଣା ରେ ଅନ୍ୟୁନ ୬୮ ମୃତ ସନ୍ଦେହ

ଆଜି ନେପାଳର ବିମାନ ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନରେ କୌଣସି ପେସେଞ୍ଜର ବଞ୍ଚି ନାହାଁନ୍ତି ବୋଲି ଅନୁମାନ କରାଯାଉଛି, ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ରବିବାର ଦିନ ୧୧ ଟା ସମୟରେ ନେପାଳର ପୋଖରାରେ ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣ ବିମାନରେ ଥିବା ୟେଟି ଏୟାରଲାଇନ୍ସ ATR 72 ବିମାନରେ ଅତି କମରେ 68 ଜଣଙ୍କର ମୃତ୍ୟୁ ଘଟିଛି। ୟେଟି ଏୟାରଲାଇନ୍ସ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବଞ୍ଚିଥିବା ବିଷୟରେ କୌଣସି ସୂଚନା ଦେଇନାହିଁ। ଆଜି ସର୍ଚ୍ଚ ଅପରେସନ ବନ୍ଦ ହୋଇଯାଇଛି ଏବଂ ମୃତଦେହ ଉଦ୍ଧାର କରାଯାଇ ନାହିଁ ବୋଲି ସେନା ଅଧିକାରୀ କହିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)

