ନୌସେନାରେ ଆସନ୍ତାକାଲି ସାମିଲ ହେବ ଅତ୍ୟାଧୁନିକ ଯୁଦ୍ଧପୋତ ‘ବାଗିର’।
ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ଏହି ବୁଡ଼ାଜାହାଜକୁ ନୌସେନା ଷ୍ଟାଫ୍ ଆଡମିରାଲ୍ ଆର ହରି କୁମାର ନୌସେନାରେ ସାମିଲ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିବେ।




