Spread the love

ଡାକ୍ତର ଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

Saharpada Block ଉଦୟପୁର ଗ୍ରାମ ପଞ୍ଚାୟତ ର ଉଦୟପୁର ମେଡିକାଲ ର ଅଭାବନୀୟ ଘଟଣା ଡାକ୍ତର ଙ୍କର ମନମୁଖୀ କାର୍ଯ୍ୟ ପାଇଁ ଅନେକ ଛୁଆ ମୃତୁ ମୁଖରେ ସମ୍ମୁଖୀନ ହେଉଛନ୍ତି ଉଦୟପୁର ମେଡ଼ିକାଲରେ ଦୁଇ ଦିନ ପୂର୍ବରୁ ଏକ ଛୁଆ ଜନ୍ମ ଗ୍ରହଣ କରିଥିବା ପରେ ଡକ୍ଟର ଶ୍ୟାମ ସୁନ୍ଦର ଟୁଡୁ ଙ୍କ ଅବହେଳା ପାଇଁ ଛୁଆଟି ଜନ୍ମ ହୋଇ ମରିଗଲା ଯାହା ଫଳରେ ଗ୍ରାମ ଲୋକ ମାନେ ଆସି ଡକ୍ଟର ଙ୍କୁ ଦେଖା କରିବାପାଇଁ ଆସିଲା ବେଳକୁ ଡକ୍ଟର ଶ୍ୟାମ ସୁନ୍ଦର ଟୁଡୁ ଫେରାର ହୋଇଯାଇଥିଲେ ଫଳରେ ଗାଁ ଲୋକେ C D M O ଙ୍କୁ ଫୋନ ଜରିଆରେ ଜଣାଇଥିଲେ C D M O ମେଡିକାଲ୍ କୁ ଆସି ସମସ୍ତ ଷ୍ଟାଫ୍ ନର୍ସ ଙ୍କୁ ବୁଝା ବୁଝି କରିଥିଲେ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଜାଗ୍ରତ ଭାରତ ନ୍ୟୁଜ କେଉଁଝର ସାହାରପଡା ଉଦୟପୁର ରୁ ହୃଦାନନ୍ଦ ମହାପାତ୍ର ଙ୍କ ରିପୋର୍ଟ*****

Leave a Reply

Your email address will not be published. Required fields are marked *