ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ:ରାଜ୍ୟସରକାର ଙ୍କ ନିଷ୍ପତି କ୍ରମେ ରାଜ୍ୟରେ ୧ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହେଉଥିବା ପରିପ୍ରେକ୍ଷୀରେ ଆଜି ମଣ୍ତୁଆ ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କ୍ଷୁଦ୍ର ଜଳସେଚନ ବିଭାଜନ କେନ୍ଦୁଝର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ପାଣି ପଞ୍ଚାୟତ ମାଧ୍ୟମରେ କୃଷି ର ଭିତ୍ତିଭୂମି ର ଉନ୍ନତି,ଜଳ ସଂରକ୍ଷଣ ଓ ସୁବଣ୍ଟନ ଜରିଆରେ ଚାଷିର ଆୟୋକୁ ବହୁ ଗୁଣିତ କରିବାକୁ ଉଦବୋଧନ ଦେଇଥିଲେ।ପାଣି ପଞ୍ଚାୟତ ସରକାର ଙ୍କ ଏକ ମହତ କାର୍ଯ୍ୟକ୍ରମ ବୋଲି କହିବା ସହିତ କୃଷକ ମାନଙ୍କ ଦ୍ବାରା ଜଳର ସର୍ବାଧିକ ସୁଦୁପଯୋଗ କରିବା ବୈଜ୍ଞାନିକ ଏବଂ ପଦ୍ଧତିଗତ ଉନ୍ନୟନ ଓ ରକ୍ଷଣ ବେକ୍ଷଣ ଉପରେ ଗୁରୁତ୍ବ ରୋପ ଦେଇଥିଲେ।ଏଥିରେ ଚଷୀମାନଙ୍କର ସହଯୋଗୀତା ଓ ସହଭାଗିତା ପାଣି ପଞ୍ଚାୟତ ର ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକତା ରହିଛି।ପାଣି ପଞ୍ଚାୟତ ଜରିଆରେ ଉପର ମୁଣ୍ତରୁ ତଳମୁଣ୍ତ ପର୍ଯ୍ୟନ୍ତ ଚାଷ ଜମିରେ ଚାଷି କିପରି ପାଣି ପାଇ ପାରିବେ,ସେଥିପାଇଁ କତୃପକ୍ଷ ଓ ଚାଷୀ ଯତ୍ନବାନହେବା ଆବଶ୍ୟକ ବୋଲି ଶ୍ରୀ ନାଏକ କହିଥିଲେ।ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ ପାଣି ପଞ୍ଚାୟତର ସଫଳତା ପାଇଁ ସୁପରିଚାଳନା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ଉଦବୋଧନ ଦେଇଥିଲେ।ସୁପରିଚାଳନା ଓ ସୁବଣ୍ଟନ ଉପରେ କତୃପକ୍ଷ ଗୁରୁତ୍ବରୋପ କରିବା ପାଇଁ ପାଣି ପଞ୍ଚାୟତ କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକ ଅଚଳ ହୋଇଯାଇଛି ସେଗୁଡିକର ପୁର୍ନଃ ଉଦ୍ଧାର ସହିତ ଚାଷୀ ଙ୍କ ହିତରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ।ଏହା ବ୍ୟତିତ ପାଣି ପଞ୍ଚାୟତର କାର୍ଯ୍ୟକାରିତା ଏବଂ ଚାଷି କିପରି ଉପକୃତ ହେଉଛନ୍ତି ସେ ସଂମ୍ପର୍କରେ ନିୟମିତ ତଦାରଖ କରିବାକୁ ଅବଗତ କରିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଯୋଗଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଜଳ ସଂମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ,ନିରୀକ୍ଷଣ ଏବଂ ଅନୁସନ୍ଧାନ ତଥା ଜଳ ପ୍ରଭାରୀ ଅବିନାଶ କୁମାର ସାହୁ,ବୈତରଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପ୍ରବନ୍ଧକ କୈାଳାଶ ଚନ୍ଦ୍ର ସାହୁ,ପୂର୍ବାଞ୍ଚଳ କ୍ଷୁଦ୍ର ଜଳସେଚନ ମଣ୍ତଳ କେନ୍ଦୁଝର ର ଅଧିକ୍ଷଣଯନ୍ତ୍ରୀ ପ୍ରବଣ କୁମାର ନାୟକ,ଉପନିର୍ଦେଶକ ଉଦ୍ୟାନ ଡା:ଜୟନ୍ତ କୁମାର ନାଏକ,ଜିଲ୍ଲା ମତ୍ସଅଧିକାରୀ ପ୍ରଦୀପ ଦେଓ,ଘଟଗାଁ କୃଷିଅଧିକାରୀ ମିହିର କୁମାର ସାହୁ,କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡା:ଏନ ରାମୁ,ସମ୍ମାନୀତ ଅତିଥି ଭବେ ଯୋଗଦେଓ କୃଷି ଓ କୃଷକର ଉନ୍ନତି ପାଇଁ ପାଣି ପଞ୍ଚାୟତ ରାଜ୍ୟସରକାର ଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହଥିଲେ।ଏଥିସହ ଚାଷିର ଆୟୋକୁ ବହୁ ଗୁଣିତ କରିବାରେ ସହାୟକ ହେଉଛି ବୋଲି ଜଣାଇଥିଲେ।ପାଣି ପଞ୍ଚୟତ କୁ ସଦୃଢ କରିବା ପାଇଁ ସରକାର ନେଉଥିବା ପଦକ୍ଷେପ ସଂମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ। ପାଣି ପଞ୍ଚାୟତ ବିଷୟରେ ବ୍ୟାପକ ସଚେତନା ସୃଷ୍ଟି କରିବା ଉପରେ ଗୁରୁତ୍ବରୋପ କରିବା ସହିତ ବିଭିନ୍ନ ବିଭାଗ ମାଧ୍ୟମରେ ସମନ୍ଵୟ ରକ୍ଷା କଲେ,ଏହାକୁ କିପରି ଅଧିକ ଲୋକାଭିମୁଖି କରିହେବ ସେ ସଂମ୍ପର୍କରେ ମନ୍ତବ୍ୟ ଦେଇଥିଲେ।ତେବେ ଭବିଶ୍ୟତରେ ଜଳସଂଙ୍କଟରୁ ରକ୍ଷା ପାଇବା ପାଇଁ ଉଦବୃତ୍ତ ଜଳର ସରକ୍ଷଣ ଏବଂ ଚାଶ ପାଇଁ ସୁ ବିନିଯୋଗ କରିବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏଥିସହିତ ପାଣି ପଞ୍ଚାୟତର ପୃଷ୍ଟଭୂମି,ଗଠନର ଲକ୍ଷ ଯୋଗାଇ ଦିଆଯାଉଥିବା ସୁବିଧା,ପାଣି ପଞ୍ଚାୟତରେ ବିବିଧ କାର୍ଯ୍ୟକ୍ରମ,ବିଭିନ୍ନ କମିଟିର କାର୍ଯ୍ୟାବଳୀ,ସାମାଜିକ ସମୀକ୍ଷା ଆଦି ପ୍ରସଙ୍ଗ ଉପରେ ଅବଗତ କରାଇଥିଲେ।ଏହି ଅବସରରେ ଘସିପୁରା ବ୍ଲକ ର ରତ୍ନାକର ଜେନା,ଶରତ ଚନ୍ଦ୍ର ଜେନା,ଘଟଗାଁ ବ୍ଲକର ବିମଳା ନାଏକ,ସାହାରାପଡା ବ୍ଲକର ସରୋଜିନୀ ନାଏକ,ଚମ୍ପୁଆ ବ୍ଲକର ପ୍ରମୋଦ କୁମାର ମହାନ୍ତ ପାଞ୍ଚ ଜଣ ସଫଳଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ସମାରୋହ କାର୍ଯ୍ୟକ୍ରମରେ ଅଧିକାରୀ କର୍ମଚାରୀ ଏବଂ ଚାଷୀ ରାଜ୍ୟ ସରକାର ଙ୍କ ଦ୍ବାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦିର୍ଘ ସ୍ଥାୟୀ କରିବାକୁ ଅପ୍ରାତା ଉଦ୍ୟମ କରିବାକୁ ଶପଥ ନେଇଥିଲେ। କ୍ଷୁଦ୍ର ଜଳସେଚନ ଡିଭିଜନ କେନ୍ଦୁଝର ବିଭାଗ ଅଧିକାରୀ ସୁଶିଲ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ପ୍ରକାର ପାଣି ପଞ୍ଚାୟତର ସଭାପତି,ସଂପାଦକ,କର୍ମକର୍ତ୍ତା,ଚାଷୀ ସମେତ ଗଣମାଧ୍ୟମପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech