8ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଢେଙ୍କାନାଳ ନୂଆ ଶାସନ ସ୍ଥିତ
ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ,ନୀଳ କଣ୍ଠେଶ୍ୱର ପରିଚାଳନା କମିଟି ଆନୁକୂଲ୍ୟରେ, ଢେଙ୍କାନାଳର ବରିଷ୍ଠ ଗାୟକ କଳାକାର ମାନଙ୍କୁ ନେଇ ଦୋଳ ବେଦୀ ନିକଟରେ ଅନୁଷ୍ଠିତ ହୋଇଥିଲା ଭକ୍ତିଭାବ ପୂର୍ଣ୍ଣ ଭଜନ ସମାରୋହ 
।ଉଦ୍ୟୋକ୍ତା କମଳ
ନନ୍ଦଙ୍କ ସହିତ,ଦିଲ୍ଲୀପ କୁମାର ନନ୍ଦ,ଅନିଶ
ନନ୍ଦ,ଅକ୍ଷୟ ନାୟକ,ଗୁରୁ ପ୍ରଫୁଲ୍ଲ କୁମାର
ସାହୁ,ହିମାଂଶୁ ବ୍ରହ୍ମା, ଅନନ୍ୟା ପ୍ରିୟଦର୍ଶିନୀ
ହୋତା,ଐଶ୍ୱର୍ଯ୍ୟା ମାନସିଂହ, ସ୍ନିଗ୍ଧା ନନ୍ଦ,
ଦୁର୍ଗା ମିଶ୍ର,ଯାମିନି ରଞ୍ଜନ ଦାସ,ଅଙ୍କିତା
ପଣ୍ଡା,ବୀରେନ ଏବଂ କାବେରୀ
ପ୍ରିୟଦର୍ଶିନୀ ପ୍ରମୁଖ ଭଜନ ପରିବେଷଣ
କରି ଶ୍ରୋତା ମାନଙ୍କୁ ଆନନ୍ଦ ପ୍ରଦାନ
କରିଥିଲେ। ମନ୍ଦିର କମିଟି ତରଫରୁ,ଦିଲ୍ଲୀପ
ନନ୍ଦ,ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ କମଳ
ମିଶ୍ର ଭଜନ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ
କରିଥିଲେ । ଏହି ଭଜନ କାର୍ଯ୍ୟକ୍ରମକୁ
ହାସ୍ୟ ଅଭିନେତା ଶତ୍ରୁଘ୍ନ ମାଟି ପରିଚାଳନା
କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

