ଯାତ୍ରାରେ ଅଶ୍ଳୀଳତା, ଲାଗିଲା କଟକଣା
ଯାତ୍ରା ଓ ମେଲୋଡି ମଞ୍ଚରେ ପ୍ରଦର୍ଶନ ଉପରେ କଟକଣା ।
କଟକଣା ଲାଗୁ କଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।
ଅଶ୍ଳୀଳତା ପ୍ରଦର୍ଶନ ହେଲେ ଯାତ୍ରା ତୁରନ୍ତ ବନ୍ଦ ନିର୍ଦେଶ ।