CISCE ର ରିଜିଓନାଲ ମିଟ୍ 2023
ସ୍ଥାନ କଟକ
ତାରିଖ 24/07/23
ଆଜି କଟକ ସ୍ଥିତ କ୍ୟାମ୍ବ୍ରିଜ ସ୍କୁଲରେ CISCE ର ରିଜିଓନାଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଯୋଗୀତାରେ
ଠାରେ 14 ବୟସରୁ 17 ବର୍ଷ ଓ 19 ବର୍ଷ ପର୍ଯ୍ୟନ୍ତ ବାଳକ ,ଆଠଟି ଜୋନ୍ ରୁ ଅଂଶଗ୍ରହଣ କରିଥିଲେ
ଏହି ପ୍ରତିଯୋଗୀତା କୁ କ୍ୟାମ୍ବ୍ରିଜ ସ୍କୁଲର ପ୍ରିନ୍ସିପାଲ
ବ୍ରଦର ଥୋମାସ ଜନ୍ ଉଦ୍ଘାଟନ କରିଥିଲେ, ଏହି ପ୍ରତିଯୋଗୀତାରେ ବ୍ରହ୍ମପୁର ଜୋନ୍ ବିଜେତା ହୋଇଥିଲା
ଖେଳ ଉଦଯାପିତ ଉତ୍ସବ ରେ ଡି, ପି, ଇରାନୀ ପୂର୍ବତନ
ବାସ୍କେଟବଲ ଅଲମ୍ପିକ ଖେଳାଳି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳ କୁ certificate ପ୍ରଦାନ କରିଥିଲେ ।






