ବନ୍ତଳା – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଗୋଠଛଡ଼ା ଏକ ଦନ୍ତାହାତୀ ଆକ୍ରମଣରେ ଆଜି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ, ଅନୁଗୁଳ ବ୍ଲକ୍ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁର ଝିଲ୍ଲୀ ମାଝୀ(୪୨) ଓ ଶଙ୍କର ବିଶ୍ୱାଳ(୬୨)। ଏହି ନରହନ୍ତା ଦନ୍ତା ଆକ୍ରମଣରେ ନିକଟସ୍ଥ ସାହାରାଗୁଡ଼ା ଗାଁର ଅକ୍ଷୟ ନାଏକ(୩୫) ଗୁରୁତର ଆହତ ହୋଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
July 3, 2026/
No Comments



