( ଦେବୀ ନଦୀର ବେଲପୁର ଜଟାଗାଦୀ ଘାଟରୁ ବୋଲବମ ପାଣି ଉଠାଇବା ସମୟରେ ଯୁବକ ନିଖୋଜ )
ଜଗତସିଂହପୁର
ତା =28/8/23
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ କୁଳସାହି ଗ୍ରାମର ବାନାମ୍ବର ଓଝାଙ୍କ ପୁଅ ଚନ୍ଦନ ଓଝା ,ଦେବିନଦୀର ବେଲପୁର ଜଟାଗାଦୀ ଘାଟରୁ ବୋଲବମ ପାଣି ଉଠାଇବା ସମୟରେ ଦେବିନଦୀର ପ୍ରଖର ସୋତ୍ରରେ ନିଖୋଜ ହୋଇଯାଇଥିଲା ।ଘଟଣା ସ୍ଥଳରେ ବାଲିକୁଦା ଅଗ୍ନିଶ୍ରମ ବିଭାଗ, ଏବଂ ଜଗତସିଂହପୁର ଓଡ୍ରାଫ ଟିମ୍
,ପହଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିବା ଦେଖାଯାଇଛି । ହେଲେ ଚନ୍ଦନ ଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ | ବନ୍ଧୁ ଓ ପରିବାର ବର୍ଗ ଙ୍କ ମଧ୍ୟ୍ୟ ରେ ଶୋକ ର ଛାୟା ଖେଳିଯାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




