ଖଲିଆପାଲି ପଞ୍ଚାୟତ ଦକ୍ଷିଣ କାଳୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁଦିବସ ପାଳନ
ଗୋଲାମୁଣ୍ଡା – ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ଗୁରୁ ଦିବସ, ଏହି ଅବସରେ ଗୁରୁ ଓ ଛାତ୍ର ଛାତ୍ରୀଙ୍କ ମହା ମିଳନ ଦେଖିବାକୁ ମିଳିଥିଲା ଖଲିଆପାଲି ଗ୍ରାମ ପଂଚାୟତ ଦକ୍ଷିଣ କାଳୀ ଉଚ୍ଚ ବିଦ୍ୟାଳୟରେ, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଲିଆପାଲି ଦକ୍ଷିଣ କାଳୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତି ରେ ମହା ମାନବ ଛାତ୍ର ବସ୍ଥଳ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ପାଳନ କରିଥିଲେ ଏବଂ ଛାତ୍ର ଛାତ୍ରୀଙ୍କ ପ୍ରତି ଆଜିର ଦିବସ ଆଗ୍ରହ ପ୍ରକାଶଦେଖା ଦେଇ ଥିଲା, ଯାହାକି ଗୁରୁ ଙ୍କ ବନ୍ଦନା ଗାନ କରି ଥିବା ବେଳେ ଗୁରୁ ଦିବସ କୁ ଇଂରାଜୀ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ, ସେଥି ପାଇଁ ଅଥିତି ବୃନ୍ଦସର୍ବ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା, ତଥା ଉଦ୍ୟାମ ଅତୁଳନୀୟ ଅବଦାନ ତାଙ୍କ ପ୍ରତୀ ବିଦ୍ୟାଳୟ ଗୃହ ନିର୍ମାଣ, ଶିକ୍ଷକ ମାନଙ୍କ ହେପାଜତ ଇତ୍ୟାଦି କୁ ନେଇ ସାଧୁବାଦ୍ ପ୍ରଦାନ୍ କରିଥିଲେ, ତତ୍ ସହିତ ବିଦ୍ୟାଳୟର ଶିକ୍ଷକ, ଦିବସ ପ୍ରଧାନ, ଦିଲିପ ସାହୁ, ମୁରଲୀଧର ଚଲାନ, କାର୍ତ୍ତିକଶ୍ଵର ନାଏକ,କ୍ଷୀରୋଦ କୁମାର ମୁଣ୍ଡ,ଓ ବିକାଶ ନାଏକ ପ୍ରମୁଖଶିକ୍ଷକ ଙ୍କ ଅପାର ସହୋଜୋଗ ରେ ଛାତ୍ର ଛାତ୍ରୀଙ୍କଭବିଷ୍ୟତ ରେ ଅନେକ ଆଶା ଆଙ୍କକ୍ଷା ରହି ଥିବା ଅନୁମେୟ ରହିଛି।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ନିୟୁଜ ଜାଗ୍ରତ ଭାରତ ରିପୋଟର




