ପୁଣି ଚର୍ଚ୍ଚାରେ ସାତକୋଶିଆ । ଦୁଇ ଦିନ ତଳେ ତରଭାରେ ଦୁଇଟି ହାତୀ ର ମୃତ୍ୟୁ ଘଟଣାର ଆସମୀ ଖୋଜା ଚାଲିଥିବା ଵେଳେ ଆଜି ଗୋଟିଏ ହାତୀ ଶାଵକ(3ବର୍ଷ) ଆହାତ ଅଵ୍ୟଵସ୍ଥା ରେ ଵୁଲୁଥିବା ଘଟଣା ଵନ ଵିଭାଗ ଯାଣିବାକୁ ପାଇଛି । ଘଟଣା ସ୍ଥଳକୁ ସାତକୋଶିଆ ପ୍ରାଣୀ ଚିକିସ୍ରକ ଯାଇ ଅନୁଧ୍ୟାନ କରୁଛନ୍ତି ।ଟିକରପଡା ଵନାଞ୍ଚଳର ଗୋହିରାପଡା ଜଙ୍ଗଲରେ ଆହତ ହାତୀ କୁ ଠାବ କରାଯାଇଛି । ହାତୀର ଗୋଡ଼ରେ ଆଘାତ ଜନୀତ ଯନ୍ତ୍ରଣା ଯୋଗୁଁ ହାତୀ ଟି ଚଳ ପ୍ରଚଳ କରିବା ସମସ୍ୟା ଦେଖା ଦେଇଥିଵା ପ୍ରକାଶ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
July 3, 2026/
No Comments



