ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି – ଶରତ ପଟ୍ଟନାୟକ

*ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି – ଶରତ ପଟ୍ଟନାୟକ*

ଭୁବନେଶ୍ୱର ତା. ୨୨.୯- ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁର ଖେଲପଡିଆ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶାଳ “ପରିବର୍ତନ ସମାବେଶ” ଆୟୋଜିତ ହୋଇଥିଲା । ଏହି ବିରାଟ ସାଧାରଣ ସଭାରେ ଯୋଗଦେବା ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କୁ ଚାନ୍ଦୋଳ ବଜାର ଫାଣ୍ଡି ଛକଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ନିଆଯାଇଥିଲା ।
ପରିବର୍ତନ ସମାବେଶରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ସରକାରଙ୍କର ନେତୃତ୍ୱ କିଏ ନେଉଛି ତାହା ଜନସାଧାରଣରେ ଏବେ ଦ୍ୱନ୍ଦ ସୃଷ୍ଟି କରୁଛି । ସାଧାରଣ ଜନତା କାହା ପାଖରେ ଗୁହାରୀ କରିବେ? ଯାହାଙ୍କୁ ଭୋଟ ଦେଇ ଜନପ୍ରତିନିଧି ବାଛିଥିଲେ ଏବଂ ଯେଉଁମାନେ ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କର ଏ ସରକାରରେ କିଛି ଭୂମିକା ନଥିବା ଭଳି ଜଳ ଜଳ ହୋଇ ଦେଖାଯାଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁବାବୁଙ୍କ ସ୍ୱପ୍ନ ଶାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାଙ୍କର ଠିକଣା ହଜିଯାଇଛି ଏବଂ ତାଙ୍କ ବ୍ୟକ୍ତିଗତ ସଚୀବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସତଚେଷ୍ଟିତ । ତାଙ୍କ ସ୍ଥାନରେ ଜଣେ ଅଫିସର ସାଧାରଣ ଲୋକଙ୍କୁ ଦରଖାସ୍ତ ମାଗୁଛନ୍ତି । ଓଡ଼ିଶା ବାସୀଙ୍କର ଦୁର୍ଭାଗ୍ୟ ଏହିକି ଯେ ରାଜ୍ୟରେ ଏବେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି ।
୨୪ ବର୍ଷ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରଗତି ଗୋଟିଏ ପାଦ ଆଗେଇ ପାରିଲାନାହିଁ । ସରକାରୀ ଡାକ୍ତରଖାନାରେ ୪୪ ପ୍ରତିଶତ ଡାକ୍ତର ନାହାନ୍ତି । ରୋଗୀ ଆଜି ବି ଭାରରେ ଏବଂ ଭରା ନଈରେ ତା’ର ଧରି ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି । ପ୍ରତି ଅଂଚଳରେ ଆଜି ଢ଼େର ଦାନ ମାଝୀର କାହାଣି ଓଡ଼ିଶା ସରକାର ସୃଷ୍ଟି କରୁଛନ୍ତି । ନକଲି ଔଷଧ କାରବାର ବ୍ୟାପକ । ଏଣୁ ୨୩ ବର୍ଷର ନବୀନ ସରକାର ରାଜ୍ୟବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ । କଂଗ୍ରେସ ସରକାର ଆସିବାର ପ୍ରଥମ ଦିନରେ କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯିବ ।
ଓଡ଼ିଶାର ଚାଷୀ ଆୟ ଭାରତ ବର୍ଷର ଦ୍ୱିତୀୟ ସର୍ବନିମ୍ନ । ଓଡ଼ିଶାର ଚାଷୀଟିଏ ପ୍ରତିଦିନ ୨୭ ଟଙ୍କା ପ୍ରତିପୋଷଣ କରେ । ମନମୋହନ ସିଂ ସରକାର ୭୨ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲା । ନବୀନ ସରକାର ଏକ ଚାଷୀ ବିରୋଧି ସରକାର ବୋଲି ଓଡ଼ିଶାର ଚାଷୀ ଅନୁଭବ କରିଛନ୍ତି । ଏ ରାଜ୍ୟରେ ବାରମ୍ବାର ଚାଷୀ ଆତ୍ମହତ୍ୟା ଘଟଣାକୁ ନବୀନ ସରକାର ଅସ୍ୱୀକାର କରୁଛନ୍ତି । ମୋଦୀ ସରକାର ଚାଷୀକୁ ରସାତଳଗାମୀ କରିବା ପାଇଁ ୩ ଟି କଳା କୃଷି ଆଇନ୍ ପ୍ରଣୟନ କରିଥିଲେ । ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼େଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ହତ୍ୟା କଲେ । ୨୩ ବର୍ଷର ନବୀନ ସରକାର ଗୋଟିଏ ବି ନୂଆ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା କରିନଥିଲାବେଳେ ଲୋକଙ୍କ ଟିକସ ପଇସାରେ ନିଜର ଫଟୋ ମାରିବାରେ ବ୍ୟସ୍ତ । ଛତିଶଗଡ଼ ଓ କର୍ଣ୍ଣାଟକରେ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛି । ଓଡ଼ିଶାରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ସମସ୍ତ ପ୍ରତିଶ୍ରୁତିକୁ ୧୦୦ ଦିନ ମଧ୍ୟରେ ପୂରଣ କରାଯିବ । ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଯେଉଁମାନେ ସତ୍ୟ ଓ ନ୍ୟାୟ ସହିତ ଲଢ଼େଇ କରୁଛନ୍ତି, ସମସ୍ତଙ୍କୁ କଂଗ୍ରେସ ଉପଯୁକ୍ତ ସମ୍ମାନ ପ୍ରଦାନ କରିବ । କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ଭାବରେ ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ତାହାକୁ ଆମେ ଦୃଢ଼ନିନ୍ଦା କରୁଛୁ ।
ମହିଳା ସଂରକ୍ଷଣ ଆଇନକୁ ୨୦୨୪ ମସିହାରେ ଲାଗୁ କରାଯାଉ । ୩୩ ପ୍ରତିଶତ ଆରକ୍ଷଣ ଭିତରେ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ମହିଳା ଲୋକସଂଖ୍ୟା ଆଧାରରେ ଆରକ୍ଷଣ ଦିଆଯାଉ । କେନ୍ଦ୍ର ବିଜେପି ସରକାର ଏ ଆଇନ କେବେ ଲାଗୁ କରିବେ ତାହା ମଧ୍ୟ ଆଜି ସନ୍ଦିହାନ । ଏହା୨୦୨୯ ମସିହାରେ ଲାଗୁ ହେବ ନା ୨୦୩୧ ରେ ଲାଗୁ ହେବ ତା’ର ସ୍ପଷ୍ଟତା କାହିଁକି ନାହିଁ । ମହିଳାମାନଙ୍କ ପାଇଁ କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ ଆଣି ଏ ତୃତୀୟାଂଶ ଆସନ ପଂଚାୟତ ଓ ନଗରପାଳିକାମାନଙ୍କରେ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ୧୯୯୩ ମସିହାରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ଏହି ଆଇନ୍ ପ୍ରଣୟନ ହୋଇଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀଙ୍କର ସ୍ୱପ୍ନକୁ ପୂରଣ କରିବାକୁ ଯାଇ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଲ୍ ଆଗତ କରିଥିଲେ । ଏହି ବିଲ୍ ୨୦୧୦ ମସିହା ମାର୍ଚ୍ଚ ମାସ ୯ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । ଶ୍ରୀମତୀ ଗାନ୍ଧୀ ପରବର୍ତି ସରକାର ଉପରେ ବାରମ୍ବାର ଚାପ ପ୍ରୟୋଗ କରିଥିଲେ ଏବଂ ଚିଠି ମଧ୍ୟ କରିଥିଲେ । ଏହି ବିଲ୍‌କୁ ଲୋକସଭାରେ ପାରିତ କରି ଭାରତ ବର୍ଷର ମହିଳାମାନଙ୍କୁ ନ୍ୟାର୍ଯ୍ୟ ଦାବି ପ୍ରଦାନ କରିବା ପାଇଁ ବାରମ୍ବାର ଦାବି କରିଆସୁଥିଲେ ।
ଆଜି ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି । ଲକ୍ଷ ଲକ୍ଷ ପଦବୀ ଫାଙ୍କାଥିଲା ବେଳେ ଏଗୁଡ଼ିକ ପୁରଣ ହେଉନାହିଁ କାହିଁକି? ୨୩ ବର୍ଷ ଭିତରେ ଗୋଟିଏ ମଧ୍ୟ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ । ନିଜ ଦଳର ବିଧାୟକ, ମନ୍ତ୍ରୀ ଏବଂ କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଆଇ.ଏସ୍‌. ଅଫିସରମାନେ ରାଜ୍ୟରେ ସମସ୍ତ କଂଟ୍ରାକ୍ଟର, କୃଷିଯନ୍ତ୍ରପାତି ବ୍ୟବସାୟ, ଯୋଗାଣ ଏବଂ ଖଣିଜ ପରିବହନ ଇତ୍ୟାଦି କାମ ଅଣ ଓଡ଼ିଆ ବ୍ୟବସାୟୀମାନଙ୍କ ମାଧ୍ୟମରେ କରୁଛନ୍ତି । କୋଟି କୋଟି ଟଙ୍କା ଦଲାଲି ନେଉଛନ୍ତି । ରାଜ୍ୟର ବ୍ୟବସାୟୀ ଭାଇ ମାନେ ହାତବାନ୍ଧି ବସିଛନ୍ତି । କଂଗ୍ରେସ ଆସିଲେ ରାଜ୍ୟର ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରଥମେ ରକ୍ଷା କରାଯିବ । ସମସ୍ତ ଫାଙ୍କା ପଦବୀକୁ ତୁରନ୍ତ ପୁରଣ କରାଯିବ । ଠିକା ନିଯୁକ୍ତିର ପ୍ରଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବ । ରାଜ୍ୟର ମହିଳାମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର କଂଗ୍ରେସ ସରକାରର ପ୍ରାଥମିକ ଦାୟିତ୍ୱ ହେବ ।
ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପରିବର୍ତନ ସମାବେଶରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ପାଟକୁରା କଂଗ୍ରେସର ନେତା ଶ୍ରୀ ରତୀକାନ୍ତ କାନୁନ୍‌ଗୋ, ମତ୍ସ୍ୟଜୀବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ହଳଧର ସେଠୀ, କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲଟିର ପୂର୍ବତନ ଅଧ୍ୟକ୍ଷ ଆକବର ଅଲ୍ଲୀ ପ୍ରମୁଖ ଉଦ୍‌ବୋଧନ ଦେଇ ପରିବର୍ତନର ଅଭିଯାନରେ ପାଟକୁରାବାସୀ ସାମିଲ ହେବାକୁ ଅନୁରୋଧ କରିଥିଲେ । ଡେରାବିଶ ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଯୁବନେତା ରାକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପିସିସି ପକ୍ଷରୁ ଜ୍ଞାନ ପଟ୍ଟନାୟକ, ତରୁଣକାନ୍ତ ମିଶ୍ର, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପଟେଲ ସିଂ, ମିହିର ଆଚାର୍ଯ୍ୟ, ବିଶ୍ୱକଲ୍ୟାଣ କର, ନରୋତମ ନାୟକ, କୁସୁମ ପ୍ରଧାନ ଏବଂ ବିନୋଦ ପାଣି ପ୍ରମୁଖ ଯୋଗ ଦେଇଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech