ଜନ ଦରଦୀ ଗଣମାଧ୍ୟମ, ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ 

ଜନ ଦରଦୀ ଗଣମାଧ୍ୟମ, ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ 

 

ଢେଙ୍କାନାଳ, ୬/୧୦ : ଗଣତନ୍ତ୍ର, ଜନଦରଦୀ, ସତ୍ୟବାଦୀ, ଗଣତନ୍ତ୍ର ସପକ୍ଷବାଦୀ ସମ୍ବାଦ ପତ୍ର ଓ ମୁକ୍ତ ସାମ୍ବାଦିକ ମାନଙ୍କ ଉପରେ ଦିଲ୍ଲୀ ପୋଲିସ୍ ଚଢ଼ାଉକରି ନଗ୍ନ ଆକ୍ରମଣ କରିବା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତିଶୀଳ ନାଗରିକ ମଂଚ ତରଫରୁ ପ୍ରତିବାଦ କରାଯାଇ କେନ୍ଦ୍ର ବିଜେପି ସରକାରଙ୍କର ‘ଗୋଦି ମିଡ଼ିଆ’ ସୁରକ୍ଷା କାର୍ଯ୍ୟକ୍ରମ, ବିରୋଧୀମତ ଓ ନେତା ମାନଙ୍କୁ ଦମନ କରି ୨୦୨୪ ନିର୍ବାଚନ ବୈତରଣୀ ପାରିହେବାପାଇଁ କରୁଥିବା ହୀନ ଚକ୍ରାନ୍ତକୁ ବକ୍ତାମାନେ ନିନ୍ଦା କରିବା ସହ କେନ୍ଦ୍ର ସରକାର ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁତ୍ବବାଦ ସପକ୍ଷ ନେତୃତ୍ବାଧିନ ସରକାର ଫାସିଷ୍ଟ କାଇଦାରେ ଦେଶର ଗଣତନ୍ତ୍ର, ଗଣମାଧ୍ୟମ, ଗଣସାମ୍ବାଦିକ ଓ ଗଣସପକ୍ଷବାଦୀ ମତ ରଖୁଥିବା ସ୍ତମ୍ଭକାର, ବ୍ୟଙ୍ଗକାର, କବି ଓ ସାହିତ୍ୟିକ ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରି ଗତ ତା.୦୩.୧୦.୨୦୨୩ରିଖ ରାତି ନପାହୁଣୁ ଦିଲ୍ଲୀସ୍ଥିତ ‘ଦ ନ୍ୟୁଜ୍ କ୍ଲିକ୍ ସମ୍ବାଦପତ୍ରର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କ ବାସଗୃହ ଉପରେ ଦିଲ୍ଲୀ ପୋଲିସ୍ ଓ ଇଡ଼ି ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କର ଲାପ୍‌ଟପ୍‌, ମୋବାଇଲ୍ ଆଦି ନେଇଯିବା, ନ୍ୟୁଜ୍ କ୍ଲିକ୍ ଅଫିସ୍ ଉପରେ ଚଢ଼ାଉ କରି ବରିଷ୍ଠ ସାମ୍ବାଦିକ ସଂସ୍କୃତି ସମ୍ପର୍ଣ୍ଣ ଐତିହାସିକ, ବ୍ୟଙ୍ଗ ଚିତ୍ରକାର ଏବଂ ଏହି ସମ୍ବାଦପତ୍ରର ୮୦ରୁ ଉର୍ଦ୍ଧ୍ବ କର୍ମଋରୀଙ୍କର ଲାପଟପ୍, ମୋବାଇଲ ନାନାଦି କାଗଜପତ୍ର ଆଦି ଜବତ ତାଲିକା ନଦେଇ ଛଡ଼ାଇ ନେଇଯିବା ଓ ସେମାନଙ୍କୁ ଥାନାକୁ ନେଇ ଘଂଟା ଘଂଟା ଜେରାକରି ଅଟକ କରିଥିଲେ । ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତ ଓ ଅନ୍ୟ ଜଣେ ବରିଷ୍ଠ ଯୁବ ସାମ୍ବାଦିକଙ୍କୁ ଭୟଙ୍କର ୟୁ.ଏ.ପି.ଏ (ବେଆଇନ୍ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍) ଜରିଆରେ ଗିରଫ କରିଛନ୍ତି । ସେମାନଙ୍କୁ ଜେରାବେଳେ ଦେଶର ଐତିହାସିକ ଋଷି ଆନ୍ଦୋଳନ, ନାଗରିକ ଅଧିକାର ଆଇନ ଉପରେ ହୋଇଥିବା ସାହିନ ବାଗ୍ ପ୍ରତିବାଦ ଆନ୍ଦୋଳନ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଆନ୍ଦୋଳନ ଏବଂ ଶ୍ରମ କୋଡ଼ ବିରୁଦ୍ଧରେ ଦେଶବ୍ୟାପୀ ଋଲିଥିବା ଶ୍ରମିକ ଆନ୍ଦୋଳନ ଇତ୍ୟାଦି ସପକ୍ଷରେ କାହିଁକି ଲେଖୁଛ, ତାଙ୍କ ସହିତ ତୁମର ସଂପର୍କ କ’ଣ ଅଛି ଇତ୍ୟାଦି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ପ୍ରଶ୍ନ ଇତ୍ୟାଦି ପୟରି ସେମାନଙ୍କୁ ଭିତତ୍ରସ୍ତ କରିବାକୁ ପ୍ରଚେଷ୍ଟା କରିଛନ୍ତି । ଏହା ବାଦେ ଆହୁରି ପ୍ରାୟ ୪୫ଜଣ ସୁନାମଧନ୍ୟ ସାମାଜିକ ଗଢମାଧ୍ୟମର ସାମ୍ବାଦିକମାନଙ୍କ ଠାରୁ ସେମାନଙ୍କ ମୋବାଇଲ ଓ ଲପ୍‌ଟପ୍ ଇତ୍ୟାଦି ଛଡ଼େଇ ନେଇଛନ୍ତି ଏବଂ ଅନେକ ସାମ୍ବାଦିକଙ୍କ ନାମରେ ମିଥ୍ୟା ଓ ମନଗଢ଼ା ଅଭିଯୋଗଗୁଡ଼ିକ ଦାଖଲ କରିଛନ୍ତି |

 

ଏହା ପୂର୍ବରୁ କେନ୍ଦ୍ର ସରକାର ବି.ବି.ସି, ନ୍ୟୁଜ୍ ଲଣ୍ଡି, ଦୈନିକ ଭାସ୍କର, ଦି ୱେୟାର, ଭାରତ ସମାଗୁର ଆଦି ସମ୍ବାଦ ସରବରାହ ସଂସ୍ଥା ବିରୋଧରେ ଅନୁରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛି । ଜନଗଣଙ୍କର ସମ୍ବିଧାନ ପ୍ରଦତ ଗଣତାନ୍ତ୍ରିକ, ନାଗରିକ ଅଧିକାର ଓ ସାଧୀନମତବ୍ୟକ୍ତ କରିବାର ଅଧିକାର ରୂପରେ ନଗ୍ନ ଆକ୍ରମଣ କରିଛି । ସରକାରଙ୍କ ପ୍ରତି ସାମାନ୍ୟ ସମାଲୋଚନାକୁ ସହ୍ୟ କରିବା ପାଇଁ କେନ୍ଦ୍ର ସରକାର, ବିଜେପି ଓ ହିନ୍ଦୁବାଦୀ ଆଦୌ ପ୍ରସ୍ତୁତ ନୁହଁନ୍ତି । ସେଥାଇଁ ଏଭଳି ଫାସିଷ୍ଟ କାଇଦାରେ ଆକ୍ରମଣ କରାଯାଉଛି, ଯାହାକି ୨୦୨୪ ପରେ ଭାରତକୁ ସମ୍ବିଧାନ ବଦଳରେ ମନୁସଂହିତାକୁ ନେଇ ଦେଶ ଶାସନ କରିବା ପାଇଁ ଚକ୍ରାନ୍ତର ଏକ ଅଂଶ ବିଶେଷ ଅଟେ ବୋଲି ବିକ୍ଷୋଭକାରିମାନେ କହିଛନ୍ତି । ଉକ୍ତ ସଭାରେ ସଭାପତିତ୍ୱ କରିଥିବା ଯୁବନେତା ସରୋଜ ଶତପଥୀ କେନ୍ଦ୍ର ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ କି ଏଭଳି କାର୍ଯ୍ୟକ୍ରମରୁ ନିବୃତ ରହିବାକୁ । ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କଂଗ୍ରେସର ପ୍ରବକ୍ତା ଆଡଭୋକେଟ୍ ନିର୍ମଳ ମିଶ୍ର, ରବି ବେହେରା, ସିପିଏମ୍ ର ସର୍ବଜ୍ଞ ସାହୁ, ଆମ୍‌ ଆଦ୍‌ମୀ ଜିଲ୍ଲା ଆବାହକ ପଙ୍କଜ ନାୟକ, ବରିଷ୍ଠ ଆଇନ୍‌ଜୀବୀ ମନୋରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ନନ୍ଦି, ସିପିଆଇର ରବି ରଥ, ପିତବାସ ସାହୁ, ଯୁବନେତା ଶକ୍ତି ପଟ୍ଟନାୟକ, ଯୁବନେତା ପ୍ରତାପ ବେହେରା ଆଦି ଅନେକ ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech