*ଏଜେଣ୍ଟ ହେମନ୍ତ ସା ଦ୍ୱାରା ଚାଷୀ ମାନସ ସା ଙ୍କୁ ହଇରାଣ ର ଅଭିଯୋଗ*
ଗୋଲାମୁଣ୍ଡା:୧୨/୨/୨୦୨୫ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ ଚେରଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀଙ୍କ ପ୍ରତି ମିଲର୍ସ ଏଜେଣ୍ଟ ଧାନ ବିକ୍ରୟରେ ହଇରାଣ ହୋଇଥିବା ଅଭିଯୋଗ ଗଣ ମାଧ୍ୟମ ନିକଟରେ ଚାଷୀ ମାନସ ସା ପ୍ରକାଶ କରିଛନ୍ତି,ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,ମାନସ ସା ପିତା ମିନିକେତନ ସା ଗ୍ରାମ ଗରଗାବ ର ଚାଷୀ ଅଟେ,ନିଜର ଧାନ ବିକ୍ରୟ କରିବା ପାଇଁ ଟୋକନ ସାହାଯ୍ୟରେ ବଡ ଚେରଗାଁ ଧାନ ମଣ୍ଡିରେ ଜମା କରି ଥିଲେ, ଧାନ ଉଠାଇବା ପାଇଁ ଏଜେଣ୍ଟ ହେମନ୍ତ ସାହୁ ଙ୍କୁ ୧୫୦୦ ଟଙ୍କା ଲାଞ୍ଚ ଦେଇ ଥିଲେ ମଧ୍ୟ ଧାନ ଓଦା ଅଛି ବୋଲି ମିଲର୍ସ ଏଜେଣ୍ଟ ହେମନ୍ତ ସାର ଧାନକୁ ନେଇ ନ ଥିଲେ ବୋଲି ମିଡିଆ ସାମ୍ନାରେ ମାନସ ସା ପ୍ରତିକ୍ରିୟା ପ୍ରକାଶ କରି ଥିଲେ, ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ଗୋଲାମୁଣ୍ଡା ବ୍ଲକ ତହସିଲଦାର ଚନ୍ଦନ କୁମାର ନାଏକ ଆସି ବୁଝାଇ ଥିଲେ ମଧ୍ୟ ଏଜେଣ୍ଟ ହେମନ୍ତ ସା ମାନସ ସା ଙ୍କ ଧାନକୁ ନେଇ ନ ଥିବା ବେଳେ ଅନ୍ୟ ଏକ ମିଲର୍ସ ଏଜେଣ୍ଟ ଅନୀଲ ତାଣ୍ଡି ଧାନ କୁ ଉଠାଇ ଥିଲେ ବୋଳି ବଡ଼ ଚେରଗାଁ ପ୍ୟାକ୍ସ୍ ର ସଭାପତି ଜୟରାମ ସୁନାନୀ, ସମ୍ପାଦକ ରଞ୍ଜନ ସାହୁ ଓ ଡାଇରେକ୍ଟର ଅଗସ୍ତି ପଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ,ଯେ ହେମନ୍ତ ସା ଧାନ ଉଠାଇବି ବୋଲି ମାନସ ସା କୁ ହଇରାଣ କରିଛନ୍ତି ଏହି ପରିପ୍ରେକ୍ଷିରେ ମାନସ ସା ଆମ ଅଫିସରେ ଲିଖିତ ଭାବେ ଜଣାଇ ଛନ୍ତି , କିନ୍ତୁ ହେମନ୍ତ ସା ଙ୍କୁ ୧୫୦୦ (ପନ୍ଦରଶହ) ଟଙ୍କା ଲାଞ୍ଚ ଦେଇଥିବା କଥା ଆମକୁ ଜଣା ନାହି, ହେଲେ ମାନସ ସା ଙ୍କ ସାକ୍ଷ୍ୟ ମନୋଜ କୁମାର ବାଗ ଲାଞ୍ଚ ନେଇ ଥିବା କଥା ଗଣ ମାଧ୍ୟମ ନିକଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି,ଏହି ସଂପର୍କରେ ଏଯେଣ୍ଟ ହେମନ୍ତ ସା ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ଯେ ମାନସ ସା ମୋ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ବୋଳି ପ୍ରକାଶ କରିଛନ୍ତି , ଆସନ୍ତୁ ଶୁଣିବା ପ୍ୟାକସ ର କର୍ମଚାରୀଙ୍କ ଓ ଚାଷୀ ଓ ସାକ୍ଷ୍ୟ ର ପ୍ରତିକ୍ରିୟା ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ



