
ଅସହାୟ କୁ ସାହାଯ୍ୟ କଲେ କାହ୍ନା ଚାରିଟେବୁଲ

ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି) ବ୍ରହ୍ମପୁର :ବ୍ରହ୍ମପୁର MKCG icu ରେ ଶିଶୁ ମୃତ ହେବାପରେ ଆର୍ଥିକ ଅଭାବ ଯୋଗୁଁ କୋରାପୁଟ ଯାଇପାରୁ ନଥିବା ଅସହାୟ କୁ ଶୀତ ରାତି ରେ କାହ୍ନା ଚାରିଟେବୁଲର ରଞ୍ଜନା ମିଶ୍ର, ଚନ୍ଦର ପ୍ରଧାନ,ସୌମ୍ୟ କାନ୍ତ ମହାପାତ୍ର,କଳ୍ପନା ନାୟକ,b, ସତୀଶ କୁମାର,ବିଶ୍ଵନାଥ ପତ୍ର ସାହାଯ୍ୟ ର ହାତ ବଢ଼ାଇଥିବାରୁ ଗରିବ ପରିବାର ଟି କୋରାପୁଟ ଯିବାରେ ସକ୍ଷମ ହୋଇଥିଲେ l କାହ୍ନା ଚାରିଟେବୁଲ ର ଏହିପରି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରସଂସା କରାଯାଇଛି।




