
ବେଆଇନ୍ ଜମି କାରବାରର ଉଚ୍ଚ ସ୍ତରୀୟ ତଦନ୍ତ ଦାବି
ଜେ ବି ଏନ, ୧୦/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ସୋରୋଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ବେଆଇନ ଜମି କାରବାର ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସୋରଡ଼ା ଅଞ୍ଚଳ ରୋ ବହୁ ଜନ ସାଧାରଣ ଆଜି ବରହମପୁର ଠାରେ ଥିବା ଦୁର୍ନୀତି ବିଭାଗ ରେ ଅଭିଯୋଗ କରିଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ସୋରଡ଼ା ବିଧାୟକ ଙ୍କ ଜମି କାରବାର ନେଇ ଜିଲ୍ଲା ବିଜେପି ତରଫରୁ ରୁ ପ୍ରେସ ମିଟ ରେ ଅଭିଯୋଗ ଯାଇଥିଲା।




