
ତାଳଚେର ରୁ ଭଦ୍ରକ ଅଭିମୁଖେ କୋଇଲା ନେଇ ଯାଉଥିବା ଟ୍ରେନ ବଗି ରେ ଅଗ୍ନିକାଣ୍ଡ

ଜେ ବି ଏନ, ୧୦/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ତାଳଚେର ରୁ ଭଦ୍ରକ ଅଭିମୁଖେ କୋଇଲା ନେଇ ଯାଉଥିବା ଟ୍ରେନ ବଗି ରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ମୁତାବକ କୌଣସି ବିଶେଷ କ୍ଷତି ହୋଇନଥିବା ବେଳେ ଟ୍ରେନ ଚାଳକ ଢେଙ୍କାନାଳ ରେଳ ଷ୍ଟେସନ କୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ଢେଙ୍କାନାଳ ଅଗ୍ନିଶମ ବିଭାଗ ପହଁଚି ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିବା ରେ ସଫଳ ହୋଇଥିଲେ।




