ଗଞ୍ଜାମ ଓକିଲ ସଂଘ ର ନିର୍ବାଚନ, ସଭାପତି କପିଳେଶ୍ୱର ପଟ୍ଟନାୟକ

ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି l ଗଞ୍ଜାମ ଓକିଲ ସଂଘ ର ନିର୍ବାଚନ ଶେଷ ହୋଇଥିବା ବେଳେ ସଭାପତି ରୁପେ କପିଳେଶ୍ୱର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ରୁପେ ବସନ୍ତ ରାଉତ, ସମ୍ପାଦକ ରାମକୃଷ୍ଣ ମହାରଣା,ସହ ସମ୍ପାଦକ ରୁପେ ଶ୍ରୀଧର ସାହୁ ନିର୍ବାଚିତ ହୋଇଛନ୍ତି l




