
(ଜେ ବି ଏନ /ସୁଶାନ୍ତ କୁମାର) ୧୩/୧୨/୨୦୨୦ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମ ଅଞ୍ଚଳରେ ଆଜି ଏକ୍ ବାଳିକା ଟ୍ରେନ ଲାଇନ ରେ ଆତ୍ମହତ୍ଯା ଉଦ୍ୟମ କରିବାବେଳେ ଗ୍ରାମବାସୀ ଉଦ୍ଧାର କରି ବଅଁରପାଳ ଥାନା କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀ ଙ୍କ କହିବା ଅନୁସାରେ ବାଳିକା ଜଣଙ୍କର ମାନସିକ ରୋଗୀ ବୋଲି ଜାଣିବାକୁ ପାଇଥିଲେ। ତାର ସନ୍ଧାନ ଖୋଜିବା ଦ୍ଵାରା ଜାଣିବାକୁ ପାଇଥିଲେ କି ସେ ସ୍ଥାନୀୟ ଅଞ୍ଚଳର ବୋଲି। ପରିବାର ସହ ଯୋଗାଯୋଗ କରି ବାଳିକା କୁ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ।



