Author: jagratbharat

ବାଙ୍ଗାଲୋର ର ଡେରି ଡେ ନାମରେ ଏକ ଆଇସ୍ କ୍ରିମ ନୂତନ ଭାବେ ଢେ଼ଙ୍କାନାଳ ରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟବସାୟ

ଆଜି ଢେ଼ଙ୍କାନାଳ ଚାମ୍ବର ଅଫ କମର୍ସ ବାଣିଜ୍ୟ ଭବନ ରେ ବାଙ୍ଗାଲୋର ର ଡେରି ଡେ ନାମରେ ଏକ ଆଇସ୍ କ୍ରିମ ନୂତନ ଭାବେ ଢେ଼ଙ୍କାନାଳ ରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟବସାୟ। କମ୍ପାନୀର ସିନିୟର୍ ସେଲସ ମ୍ୟାନେଜର ହରେକୃଷ୍ଣ…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାଧର ଦାଶଙ୍କ ଅବସର କାଳୀନ ବିଦାୟୀ ଉତ୍ସବ

ଏହି ସଭାରେ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶକ୍ଷକ ଶିକ୍ଷୟତ୍ରୀ, ଓ ପରିଚାଳନା କମିଟି ର ସଦସ୍ୟ, ଓ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦାଶ ଜଣେ ମିଷ୍ଟଭାସି ଓ ଗଣିତ ବିଜ୍ଞାନ ଶିକ୍ଷକ ଭାବେ ଏ ଅଂଚଳରେ…

କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ

*କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ* ଜଗତସିଂହପୁର ତା=5/2/25 ଜଗତସିଂହପୁର ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ କୂଳପଟସରା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ…

ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ସ୍ମୁତି ପରିଷଦ ପକ୍ଷରୁ 124ତମ ଜୟନ୍ତୀ ପାଳିତ

ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ସ୍ମୁତି ପରିଷଦ ପକ୍ଷରୁ 124ତମ ଜୟନ୍ତୀ ପାଳିତ ଜଗତସିଂହପୁର ତା =5/2/25ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ ସମୁଖସ୍ଥ ପଡିଆରେ ଓଡିଶା ସଂଗୀତ ଏକାଡେମୀ ଓ ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସ୍ମୁତି ପରିଷଦ ପକ୍ଷରୁ ୯ ଦିନ ବ୍ୟାପି…

ଅମ୍ବାଭୋନା ବ୍ଲକ ରେ କେନସର ସଚେତନତା ପଦଯାତ୍ରା

ଅମ୍ବାଭୋନା ବ୍ଲକ ରେ କେନସର ସଚେତନତା ପଦଯାତ୍ରା ଅମ୍ବାଭୋନା : ୪/୨/୨୫-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ମାର୍କେଟ ୟାର୍ଡ଼ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା କରାଯାଇଥିଲା। ପ୍ରଥମେ ମାର୍କେଟ ୟାର୍ଡ଼ ଠାରେ ଗୋଷ୍ଠୀ ଉନ୍ନୟନ…

ବିଶ୍ବ କ୍ୟାନସର ଦିବସ ପାଳିତ

ଅନୁଗୋଳ,ତା.୦୪.୦୨:- ବିଶ୍ୱ କ୍ୟାନସର ଦିବସ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତ କକ୍ଷ ଠାରେ ପାଳିତ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ କଟକ ତା ୦୪.୦୨.୨୦୨୫ ରିଖ – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧିପୀଠଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ…

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ଭୂବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନବୀନ…

ଭିଜିଲାନ୍ସ ହାତରେ ଥାନା ଏଏସ୍ଆଇ

ଭୂବନେଶ୍ୱର, ୦୪/୦୨: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ବାବୁ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଛି ଭିଜିଲାନ୍ସ ଟିମ୍ ।…

୫ରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୦୪/୦୨ : ଆସନ୍ତା ୫ ତାରିଖରେ ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ଜିଲ୍ଲା ମୁଖ୍ୟାଳୟରେ…