ଢେଙ୍କାନାଳ: ସହର ସ୍ଥିତ ସୁଲକ୍ଷଣା ଉଚ୍ଚ ବିଦ୍ୟାଳୟରେ ମା ବୀଣା ପାଣିଙ୍କ ପୂଜା ଅନୁଷ୍ଠିତ
ଢେଙ୍କାନାଳ: ସହର ସ୍ଥିତ ସୁଲକ୍ଷଣା ଉଚ୍ଚ ବିଦ୍ୟାଳୟରେ ମା ବୀଣା ପାଣିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତ୍ୱତବଧାନ ରେ ପୂଜା ଅନୁଷ୍ଠିତ ହେଇଯାଇଛି। ସମସ୍ତ ଛାତ୍ର ଛାତ୍ରୀ ପୂଜା କରିଥିଲେ।…
