Author: jagratbharat

ଦି କିଡ୍ସ ଆଡ଼ିଆଲ ପବ୍ଲିକ୍ ସ୍କୁଲ୍ ର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

*ଦି କିଡ୍ସ ଆଡ଼ିଆଲ ପବ୍ଲିକ୍ ସ୍କୁଲ୍ ର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ* ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ପଞ୍ଚାୟତର ପଞ୍ଜରାସାହି ସ୍ଥିତ ଦି କିଡ୍ସ ଆଇଡିଆଲ୍ ସ୍କୁଲ୍ ର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।…

ଶ୍ରୀରାମ ଦୂତ ପ୍ରଭୁ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ

ଶ୍ରୀରାମ ଦୂତ ପ୍ରଭୁ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ନଅ ରେ ଥିବା ଜୟ ହନୁମାନ ଯୁବକ ସଂଘ ପକ୍ଷରୁ…

ସାତକମାରେ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ଙ୍କ ଜୟନ୍ତୀ ଉତ୍ସବ ପାଳିତ

ସାତକମାରେ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ଙ୍କ ଜୟନ୍ତୀ ଉତ୍ସବ ପାଳିତ କୁଚିଣ୍ଡା:୨୩/୧ କୁଚିଣ୍ଡା ସହର ଉପଖଣ୍ଡସ୍ଥିତ ସାତକମା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ପ୍ରଧାନ ଶିକ୍ଷକ ସୁରଭି ନାୟକ ଙ୍କ ସଭାପତିତ୍ବରେ ଜାତୀୟ ବୀର…

ଆରମ୍ଭ ହେଲା ଆବାସ ସର୍ଭେ, ଜାଣନ୍ତୁ କାହାକୁ ମିଳିବ?

ଭୂବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ…

ଜେପିସିରୁ ନିଲମ୍ବିତ ହେଲେ ୧୦ ସାଂସଦ

ନଆଦିଲ୍ଲୀ: ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର…

ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ନବରଙ୍ଗପୁର: ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଝାଡାବାନ୍ତିର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ଏନେଇ ସ୍ୱାସ୍ଥ୍ୟ ଟିମ ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ…

ଅସ୍ତ୍ରଶସ୍ତ୍ର କାରଖାନାରେ ବଡ ବିସ୍ଫୋରଣ: ୮ ମୃତ, ୭ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ବିସ୍ଫୋରଣ । ଆଜି ମହାରାଷ୍ଟ୍ର ଜବାହାର ନଗର ଭଣ୍ଡାରାରେ ଏକ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି…

୭୨ ଗ୍ରାମ ହେରୋଇନ ଜବତ : ଜଣେ ଗିରଫ

ଭୂବନେଶ୍ୱର, ୨୪/୦୧ : କମର୍ଦ୍ଦା ବାରମାଇଲରେ ଅବକାରୀ ବିଭାଗ ଚଢ଼ାଉ କରିବା ସହ ସେଠାରୁ ୭୨ ଗ୍ରାମ ହେରୋଇନ ଜବତ କରିଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୭ଲକ୍ଷ ୨୦ହଜାର ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣକୁ ଗିରଫ…

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ : ଟିକେଟ୍‌ ବିକ୍ରି ନେଇ ଘୋଷଣା ହେଲା ତାରିଖ

ଭୂବନେଶ୍ୱର, ୨୪/୦୧ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ତାରିଖ ଘୋଷଣା ହୋଇଛି। କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୨ରୁ ଟିକେଟ ବୁକିଂ କରିବେ । ଅନଲାଇନରେ ୪ ହଜାର ଟିକେଟ୍‌ ଉପଲବ୍ଧ ହେବ।।…

ଶପଥ ପାଠ କାର୍ଯକ୍ରମ ଅନୁଷ୍ଠିତ

ଢେଙ୍କାନାଳ : ସହର ସ୍ଥିତ ସୁଲକ୍ଷଣା ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତତ୍ଵାବଧାନରେ ଶପଥ ପାଠ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ…