Author: jagratbharat

୧୧ ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ହୋଇ ଯାଇଛି

ଆଜି ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ,,୧୧ ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ହୋଇ ଯାଇଛି ।ଏହି ପାରାୟଣ ସକାଳ ୫.୩୦ ରେ ଆରମ୍ଭ ହୋଇ ରାତ୍ରି ୯ ଟାରେ ସମାପନ ହୋଇଥିଲା ।ଏହି…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ଭବାନୀପାଟଣା: ତା 23/01 କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର…

ଆମ୍ ଆଦମୀ ପାର୍ଟି ପାଳନ କଲା ନେତାଜୀ ଜୟନ୍ତୀ

ଆମ୍ ଆଦମୀ ପାର୍ଟି ପାଳନ କଲା ନେତାଜୀ ଜୟନ୍ତୀ ଢେଙ୍କାନାଳ : ବ୍ରିଟିଶ ସରକାର ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ କରିଥିବା ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ, କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…

ଆଜି ବସିବ ପ୍ରାକ୍ ବଜେଟ୍ ପାଇଁ ବୈଠକ

ଭୂବନେଶ୍ୱର, ୨୪/୦୧ : ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ । ଫେବୃଆରୀ ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ରାଜ୍ୟ ସରକାର ଫେବୃଆରୀ ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ ।…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର

ଭୂବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ…

ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ : ୨୧ଟି IED ଜବତ

ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ : ୨୧ଟି IED ଜବତ ଭୂବନେଶ୍ୱର, ୨୩/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଛି । ଆଜି ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ…

ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୂବନେଶ୍ୱର, ୨୩/୦୧ : ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ…

ଆଜି ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି ଖୁବ ଆଡମ୍ବରରେ ପାଳନ କରାଯାଇଛି

ଆଜି ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି ଖୁବ ଆଡମ୍ବରରେ ପାଳନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟର ବୈଠକ ଗୃହରେ ଏକ ସଭା ଆୟୋଜନ କରାଯାଇ ପିକମାନଙ୍କ…

ଅଟଳ ଚେରି ଟେବୁଲ୍ ଟ୍ରଷ୍ଟର ପ୍ରଥମ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହିତ

ଅଟଳ ଚେରି ଟେବୁଲ୍ ଟ୍ରଷ୍ଟର ପ୍ରଥମ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହିତ ଅମ୍ବାଭୋନା ୨୩/୦୧/୨୦୨୫ ଗୁରୁବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁକ୍ତା ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର…

ଓଡିଶାରୁ ଚୋରି ହୋଇଥିବା ଗାଡ଼ି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଉଦ୍ଧାର

ଓଡିଶାରୁ ଚୋରି ହୋଇଥିବା ଗାଡ଼ି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଚୋରି ହୋଇଥିବା ଗାଡ଼ି କୁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ର ଚାଇବସା ଅଞ୍ଚଳରୁ ଉଦ୍ଧାର କରିଛି ଚମ୍ପୁଆ ପୋଲିସ। ଚମ୍ପୁଆ ମୁସଲିମ ବସ୍ତିର ଇକୋ…