Author: jagratbharat

ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ବିରାଟ ବନ୍ଧୁମିଳନ

ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ବିରାଟ ବନ୍ଧୁମିଳନ ବଅଁରପାଳ, ୨୨ / ୦୧ ନାଲକୋ ର ସର୍ବଶ୍ରେଷ୍ଠ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ବୁଧୁବାର ଦିନ ବଳାରାମପ୍ରସାଦ କ୍ରିକେଟ ଖେଳ ପଡିଆ ନିକଟସ୍ଥ ପାହାଡ଼ ତଳେ ଏକ ବିରାଟ…

ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ, ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଲାଞ୍ଚ ନେଲା ବେଳେ କାବୁ

କଟକ: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ। ଲାଞ୍ଚ ନେବା ବେଳେ ଧରାପଡିଲେ କଟକ ବଡ଼ମ୍ବା ସିଏଚସି ଡାକ୍ତର ବିଶ୍ବନାଥ ଅଢ଼େକ। ଏକ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ କାବୁ କଲା ଭିଜିଲାନ୍ସ। ୫,୦୦୦ ଦାବି କରି ଦ୍ବିତୀୟ…

୫ ହଜାର ଡାକ୍ତରଙ୍କୁ ମିଳିବ ଶୀଘ୍ର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଡାକ୍ତର ପଦବୀ ପୂରଣ ହେବା…

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ।ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

ଭୂବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା କ୍ୟାବିନେଟ୍…

ନୂଆପଡ଼ା ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ଓଡିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ…

କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ

ଭୂବନେଶ୍ଵର, ୨୨/୦୧ : ଆଜି ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ନାମ ରହିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ।…

ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର : ଦୁଇ ମାଓବାଦୀ ମୃତ

ଭୂବନେଶ୍ୱର, ୨୨/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ତାଲିମ…

ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଲଢେଇ

ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଲଢେଇ ଭୂବନେଶ୍ବର,୨୨/୧: ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ…

SGB brandsafway କମ୍ପାନୀ ଦ୍ବାରା ୩୬ତମ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଅଭିଯାନ NH ୫୫ ଏବଂ ପ୍ଲାଣ୍ଟ ପରିସରରେ କରାଯାଇଛି

ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ରେ SGB brandsafway କମ୍ପାନୀ ଦ୍ବାରା ୩୬ତମ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଅଭିଯାନ NH ୫୫ ଏବଂ ପ୍ଲାଣ୍ଟ ପରିସରରେ କରାଯାଇଛି । ଏଥିରେ ସଡ଼କ ସୁରକ୍ଷା ରଥ,ସଡ଼କ ସୁରକ୍ଷା ରେଲି ଏବଂ ୟୋମରଜ୍ ଭୂମିକା…