Author: jagratbharat

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ଆଜ୍ଞା ମାଳ…

ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର

ଭୁବନେଶ୍ୱର, ୦୫/୧୧ : ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ଓଡ଼ିଶା ଆସି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜ୍ୟ ସରକାର ତାଙ୍କ…

୮ ବର୍ଷରେ ୧୮ ପ୍ଲଟ, ୮୫୦ ଗ୍ରାମ ସୁନା ଜବତ

ଭୂବନେଶ୍ୱର, ୦4/୧୨ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଜୟପୁର, ଗଂଜାମ ଓ…

ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ : ୩ ଗିରଫ

ଭୂବନେଶ୍ୱର, ୦୪/୧୨ : ଦେବଗଡ ଜିଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ରିଆମାଳ ଥାନା ବାଲିଜୋରି ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର…

ଶିମିଳିପାଳରେ ବାଘଙ୍କୁ ଜଗିବ ୧୨୦ଟି କ୍ୟାମେରା

ଭୂବନେଶ୍ବର, ୦୫/୧୨ : ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଗତିବିଧିକୁ ନଜର ରଖିବ ଏଆଇ କ୍ୟାମେରା । ଦେଶରେ ପ୍ରଥମ କରି ଅଭୟାରଣ୍ୟରେ ଏହି କ୍ୟାମେରା ଲଗାଯାଇଛି । ଫଳରେ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବାଘଙ୍କ ଗତିବିଧିକୁ ପ୍ରତିଟି ସମୟରେ ନିରୀକ୍ଷଣ…

ଓଡିଶା ଗସ୍ତରେ ଆସି ଶ୍ରୀମନ୍ଦିର ପହଁଞ୍ଚିଲେ ରାଷ୍ଟ୍ରପତି

ଭୂବନେଶ୍ୱର, ୦୪/୧୨ : ଆଜି ହେଉଛି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ପୁରୀରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରପତି । ପୁରୀରେ ୯.୩୦ମିନଟ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଁଚିଥିଲେ ମହାମହିମ । ହେଲିପ୍ୟାଡରୁ ବାହାରି ଜଗନ୍ନାଥଙ୍କ…

ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଭୂବନେଶ୍ୱର, ୦୪/୧୨ : ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଆଜି ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଛି। ଏଥିରେ ୧୫ଟି ଯୁଦ୍ଧ ଜାହାଜ,…

ଜିପିଏଲଏଫ ସଙ୍ଘ ପକ୍ଷରୁ ବିଡିଓ ଙ୍କୁ ଦାବି ପତ୍ର

ଜିପିଏଲଏଫ ସଙ୍ଘ ପକ୍ଷରୁ ବିଡିଓ ଙ୍କୁ ଦାବି ପତ୍ର ଯାଜପୁର, ଦାନଗଦୀ Date -04.12.2024Slog-ଅଲ ଓଡିଶା ଜିପି ଏଲ ଏଫ କର୍ମୀ ସଙ୍ଘ ଦାନଗଦୀ ଶାଖା ପକ୍ଷରୁ ସେମାନଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାନଗଦି ମଣ୍ଡଳ…

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ ରାୟଗଡ଼ :-ତା. ୪/୧୨-ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ l ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ…

ଆସନ୍ତା ଡିସେମ୍ବର ୧୪ ତାରିଖରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪

ଆସନ୍ତା ଡିସେମ୍ବର ୧୪ ତାରିଖରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪ ଅନୁଗୋଳ – ତା. ୧୪.୧୨.୨୦୨୪ରିଖ(ଶନିବାର) ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲ୍ଲହଡା, ଛେଣ୍ଡିପଦା ଓ ବଂଅରପାଳ ସ୍ଥିତ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪ ଅନୁଷ୍ଠିତ ହେବାକୁ…