ଗଡସନ୍ତ୍ରୀ ଗ୍ରାମର ସରପଞ୍ଚଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ
ଗଡସନ୍ତ୍ରୀ ଗ୍ରାମର ସରପଞ୍ଚଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ଗଡସନ୍ତ୍ରି ଗ୍ରାମ ପଞ୍ଚାୟତର ସରପଞ୍ଚ ଟଙ୍କଧର ବେହେରା ଆକ୍ରମଣ ନେଇ ଥାନା ରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ଲିଖିତ ଅଭିଯୋଗ ଅନୁଯାୟୀ…
ମାମଲା ଉଠାଇବାକୁ ମହିଳାଙ୍କୁ ଆକ୍ରମଣ ସହ ଧମକ ନେଇ ଥାନାରେ ଅଭିଯୋଗ
ମାମଲା ଉଠାଇବାକୁ ମହିଳାଙ୍କୁ ଆକ୍ରମଣ ସହ ଧମକ ନେଇ ଥାନାରେ ଅଭିଯୋଗ ଅନୁଗୋଳ – ବଅଁରପାଳ ବ୍ଲକ ଅନ୍ତର୍ଗତ ପୁରୁକିଆ ଗାଁର ଜଣେ ମହିଳାଙ୍କୁ ପୂର୍ବ ମାମଲା ଉଠାଇବାକୁ ଦୁର୍ବ୍ୟବହାର ଓ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ବଅଁରପାଳ ଥାନାରେ…
କଳିଙ୍ଗ ନଗରସ୍ଥିତ ବେଦମାତା ଗାୟତ୍ରୀ ପନ୍ଦର ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଳିଙ୍ଗ ନଗରସ୍ଥିତ ବେଦମାତା ଗାୟତ୍ରୀ ପନ୍ଦର ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ରେ ଥିବା ବେଦମାତା ଗାୟତ୍ରୀ ମନ୍ଦିରର ପନ୍ଦର ତମ ବାର୍ଷିକ ଉତ୍ସବ…
୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭିଜିଲାନ୍ସ କୋର୍ଟ
ଭୂବନେଶ୍ବର: ଦୁର୍ନୀତିଖୋର ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀମାନଙ୍କ ମଧ୍ୟରେ ୫ ଜଣ ପୂର୍ବତନ…
ଗଡିବ ଭୁବନେଶ୍ଵର ମେଟ୍ରୋ, ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ କାମ
ଭୂବନେଶ୍ଵର: ଡିସେମ୍ବର ୨୦୨୭ ସୁଦ୍ଧା ଶେଷ ହେବଭୁବନେଶ୍ଵର ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ। ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ। ଆରମ୍ଭରୁ ଯାତ୍ରୀଙ୍କୁ ୧୩ଟି ଟ୍ରେନ୍ରେ ଏହି ସେବା ମିଳିବ। ପ୍ରତ୍ୟେକ ଟ୍ରେନ୍ରେ ୩ଟି…
ଜି.ଉଦୟଗିରିରୁ କଲରାପତରିଆ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ
କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟ ଜୀବଜନ୍ତୁ । ପୁଣି ସେହିଭଳି ଏକ ଖବର ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳ ବାବା ଛକ ଠାରୁ କଲରାପତରିଆ ବାଘ…
ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍
ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି…
ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି
ପୂରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ…
