Author: jagratbharat

କଟକ ଓ ସମ୍ବଲପୁରରେ ହେବ ଦୁଇଟି ରିଭର ପଏଣ୍ଟ : ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୬/୧୧ : ଆଧୁନିକ ହେବ ରୌପ୍ୟ ନଗରୀ କଟକ । ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ । କଟକ ଓ ସମ୍ବଲପୁରରେ ରିଭର…

୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୂବନେଶ୍ୱର, ୧୬/୧୧ : ଆସନ୍ତା ୧୮ ଏବଂ ୨୫ ତାରିଖରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ…

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ଅନୁଗୋଳ, ତା.୧୬.୧୧:- ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ପୂର୍ବାହ୍ନରେ ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ମ୍ୟୁନିସିପାଲିଟି ଟାଉନ୍ ହଲ ଠାରେ ପାଳିତ ହୋଇଯାଇଛି । ଗଣମାଧ୍ୟମର…

ଏକଲ ଅଭିଯାନ ଓଡ଼ିଶା ସମ୍ଭାଗ ଢେ଼ଙ୍କାନାଳ ଅଞ୍ଚଳର ଅଞ୍ଚଳ ସ୍ତରୀୟ ଖେଳ କୁଦ କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ଭଗବାନ ପୁର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉଦ୍ଘାଟନ

ଢେ଼ଙ୍କାନାଳ : ଏକଲ ଅଭିଯାନ ଓଡ଼ିଶା ସମ୍ଭାଗ ଢେ଼ଙ୍କାନାଳ ଅଞ୍ଚଳର ଅଞ୍ଚଳ ସ୍ତରୀୟ ଖେଳ କୁଦ କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ଭଗବାନ ପୁର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉଦ୍ଘାଟନ ହୋଇଯାଇଛ। ଏହା କୁ ଉଦ୍ଘାଟନ କରିଥିଲେ…

ସରପଞ୍ଚ ଙ୍କୁ ଜାତିଗତ ଆକ୍ଷେପ ଓ ଗାଳିଗୁଲଜ ପ୍ରତିବାଦ ରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପକ୍ଷରୁ ପ୍ରତିବାଦ ସଭା

( ସରପଞ୍ଚ ଙ୍କୁ ଜାତିଗତ ଆକ୍ଷେପ ଓ ଗାଳିଗୁଲଜ ପ୍ରତିବାଦ ରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପକ୍ଷରୁ ପ୍ରତିବାଦ ସଭା )ଜଗତସିଂହପୁରତା =16/11/24ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ଚାରି ନମ୍ବର ୱାର୍ଡ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ…

ଭାରତରେ ସନାତନ ବୋର୍ଡ ଗଠନ ଦାବି ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ

( ଭାରତରେ ସନାତନ ବୋର୍ଡ ଗଠନ ଦାବି ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =16/11/24ଆମ ଦେଶ ଧର୍ମ ନିରପେକ୍ଷ ରାଷ୍ଟ୍ର |ଆମ ଦେଶରେ ସମ୍ବିଧାନ ଲାଗୁହେବା ପରଠାରୁ ସର୍ବଧର୍ମ କୁ ସଂମାନ…

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ରାୟଗଡା/୧୬/୧୧/୨୪ : ରାୟଗଡା ଜିଲ୍ଳା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଳା ପରିଷଦ ସ୍ୱଭାଗୃହ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ଆଡମ୍ବର ସହକାରେ ପାଳିତ ହୋଇଯାଇଛି…

ଆଦିବାସୀ ପିଲାମାନଙ୍କ ଉଜ୍ବଳ ଭବିଷ୍ୟ ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୂବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା…

ଶିମିଳିପାଳକୁ ଆସିଲା ଦ୍ୱିତୀୟ ବାଘୁଣୀ

ଭୂବନେଶ୍ୱର, ୧୫/୧୧ : ମହାରାଷ୍ଟ୍ର ତଡବା ଜଙ୍ଗଲରୁ ଶିମିଳିପାଳକୁ ଆସିଛି ଦ୍ୱିତୀୟ ବାଘୁଣୀ । ଶିମିଳିପାଳର ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଛି। ବାଘୁଣୀର ନାଁ ‘ଜିନତ’ ବୋଲି କହିଛନ୍ତି ପିସିସିଏଫ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର…

କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି

ଢେଙ୍କାନାଳ: କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି। ୩୦ ବର୍ଷ ହେବ ଏହି ଆକାଶ ଦୀପ ଉଠା ହେଉଛି ଏଠାରେ। ସଭାପତି ସ୍ନିଗ୍ଧା ରାଣୀ ନନ୍ଦ, ସମ୍ପାଦକ ଯ୍ୟୋତ୍ରିମୟୀ…