ଭାରତ-ଅଷ୍ଟ୍ରେଲିଆ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ଖେଳିବେ ଓଡ଼ିଆ ପୁଅ
ଭାରତ-ଅଷ୍ଟ୍ରେଲିଆ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ଖେଳିବେ ଓଡ଼ିଆ ପୁଅ ଭୂବନେଶ୍ୱର, ୧୪/୧୧ : ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁଜଲ କେ ସିଂ ଭାରତର ଜାତୀୟ ୟୁନିଭର୍ସିଟି ଦଳରେ ସ୍ଥାନ ପାଇଛନ୍ତି। ସମ୍ବଲପୁର ଜିଲାରେ ଖୁସିର ଲହର ଖେଳିଯାଇଛି…
