Author: jagratbharat

କଟକ ବାଲିଯାତ୍ରାରେ ଯୋଗଦେବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ

Bhuବନେଶ୍ୱର, ୧୪/୧୧ : କଟକ ବାଲିଯାତ୍ରାରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ । କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ପ୍ରଥମ । ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା…

ଆଜି ବିଶ୍ୱ ମଧୁମେହ ଦିବସ

ଭୂବନେଶ୍ୱର, ୧୪/୧୧ : ଆଜି ହେଉଛି ବିଶ୍ୱ ମଧୁମେହ ଦିବସ । ସାରା ବିଶ୍ୱରେ ଭାରତ ମଧୁମେହ ରୋଗର ଅବାଂଛିତ ରାଜଧାନୀ ଭାବେ ଆଖ୍ୟା ପାଇସାରିଛି । ଏକ ସମୟ ଥିଲା ଯେବେ ମଧୁମେହ କେବଳ ବୟସ୍କ ବ୍ୟକ୍ତି ବିଶେଷ ଙ୍କ…

ପୁଣି ଥରେ କେନ୍ଦ୍ରାପଡ଼ା ରେ ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି

ପୁଣି ଥରେ କେନ୍ଦ୍ରାପଡ଼ା ରେ ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ସିଦ୍ଧ ବଳଦେବଜୀଉ ଙ୍କ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲା ରେ ଲୁଚି ଯାଇଥିବା ଏତିହ୍ୟ ଓ ସଂସ୍କୃତି ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ପୁଣି ଥରେ ଶ୍ରୀ ଜଗନ୍ନାଥ…

ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜୟନ୍ତୀ ପାଳିତ

ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜୟନ୍ତୀ ପାଳିତ ଜଗତସିଂହପୁରତା =13/11/24ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜନ୍ମ ଜୟନ୍ତୀ ପ୍ରଫୁଲ୍ଲ ପାଠାଗାର…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ରାୟଗଡ:-13/11/2024: – ରାୟଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତୁଆରି ଙ୍କ ଅଧ୍ୟକ୍ଷତା ରେ ଆଜି ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ…

ଜାନୁଆରୀ ମାସରେ ଦିଆଯିବ ନୂଆ ରାସନ କାର୍ଡ : ମନ୍ତ୍ରୀ

ଭୂବନେଶ୍ୱର, ୧୩/୧୧ : ଜାନୁଆରୀ ମାସରେ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ଆଜି ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଗତ ଜୁଲାଇରେ ଆରମ୍ଭ ହୋଇଥିବା ଇ-କେୱାୟିସି ଚଳିତ…

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ ଅବକାରୀ ବିଭାଗ ଆଖିରେ ଚକମା ଦେବାରେ ସୌଖୀନ ଗାଡି ହେଲା ବିଫଳ ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ଅନୁଗୋଳ ଅବକାରୀ ନିରୀକ୍ଷକ…

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ : ବାଜିପାରେ ୬ ପ୍ରସ୍ତାବ ଉପରେ ମୋହର

ଭୂବନେଶ୍ୱର, ୧୩/୧୧ : ଆଜି ଅପରାହ୍ନ ୪ଟା ସମୟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର…

୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ : ଜଣେ ଗିରଫ

ଭୂବନେଶ୍ୱର, ୧୩/୧୧ : ସମ୍ବଲପୂର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୪୦ ଗ୍ରାମ ବେଆଇନ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏସକେ ସବିର ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଜବତ ବେଆଇନ…

ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ

ଢେଙ୍କାନାଳ: ମିନା ବଜାର ମଉଡ଼ ମଣୀ ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମିନା ବଜାର ଦଧି ବାବନ ମନ୍ଦିର ଜିଉ ପରିସର ରେ ଥିବା ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ୧୧ ତାରିଖ ଦିନ…