Author: jagratbharat

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ, ପ୍ରତିବର୍ଷ ଉପକୃତ ହେବେ ୨୨ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ – ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା…

ଭଗବାନ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଅବସରରେ ଶୁଭାରମ୍ଭ ହେବ ଧର୍ତ୍ତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ

ଭଗବାନ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଅବସରରେ ଶୁଭାରମ୍ଭ ହେବ ଧର୍ତ୍ତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ରାୟଗଡ:-ତା. ୬/୧୧-ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାର ଅଗ୍ରଗତିର ସମୀକ୍ଷା ଏବଂ ଧର୍ତ୍ତି ଆବା-ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଆନ୍ (DA-JGUA) ଅଧୀନରେ ଆଗାମୀ ମେଗା…

ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ, ୦୬/୧୧: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବାକୁ ଯାଉଛନ୍ତି ଏବଂ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସଙ୍କୁ ପଛରେ ପକାଇ ନିର୍ବାଚନ ଜିତିଛନ୍ତି ଏବଂ ଆମେରିକାର ୪୭ତମ…

ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର

ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର ଭୁବନେଶ୍ବର, ୦୬/୧୧:ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ବାସଭବନ ଉପରେ ସମେତ ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ…

ଜିଲ୍ଲା ସ୍ତରୀୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ଉତ୍ସବ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ତା =6/11/24ଜଗତସିଂହପୁର ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୩-୨୪ ଉତ୍ସବ ତଥା…

ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା

ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା ତା ୬/୧୧/୨୪ ‌‌। ଢେଙ୍କାନାଳ,।। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବମ୍ଫା ପଞ୍ଚାୟତ ର ତିନି ଶହ ରୁ ଉର୍ଦ୍ଧ ମହିଳା ଏକାଠି ହୋଇ ମଦ ବିକ୍ରି ବନ୍ଦ୍ ପାଇଁ…

ସାମ୍ୱାଦିକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ସାମ୍ୱାଦିକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି ଲାଞ୍ଜିଗଡ଼, (ଖବର ) ଲାଞ୍ଜିଗଡ଼ିଆ ସାମ୍ବାଦିକମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଶାଇ ଦେବିନି, ଗୋଡ଼େଇ ଗୋଡ଼େଇ ମାରିବି ବୋଲି ମଦପିଇ ହତ୍ୟା ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରିବା…

କାଣ୍ଡ ବିନ୍ଧା ରେ ଗିରି ଗୋବର୍ଦ୍ଧନ ପୂଜା

କାଣ୍ଡ ବିନ୍ଧା ରେ ଗିରି ଗୋବର୍ଦ୍ଧନ ପୂଜା ତା ୬/୧୧/୨୪ ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଣ୍ଡ ବିନ୍ଧା ଗାଁ ରେ ଆଜିକୁ ତେର ବର୍ଷ ହେବ ପୂଜା ପାଉଛନ୍ତି ,ପ୍ରଭୁ ରାଧାକୃଷ୍ଣ ପ୍ରତିବର୍ଷ ଦୀପାବଳି ଅମାବାସ୍ୟା ଠାରୁ ଏହି…

ଡେ଼ଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ଡେ଼ଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ। କେନ୍ଦୁଝର ଜିଲ୍ଲା ଏବଂ ଏହାର ପଡୋଶୀ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ସମ୍ପଦ ଓ ବଣ ଜଙ୍ଗଲ ଭରା ଓ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଦେଖାଯାଏ କି ଏହି…

ନେସନାଲ୍ ଟ୍ରଷ୍ଟ ଦ୍ଵାରା ସଚେତନତା ଅଭିଯାନ

ନେସନାଲ୍ ଟ୍ରଷ୍ଟ ଦ୍ଵାରା ସଚେତନତା ଅଭିଯାନ ଆଜି ତା – ୦୬.୧୧.୨୦୨୪ ରିଖ ଢେଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଠାରେ ଭାରତ। ସରକାରଙ୍କ ନେସନାଲ ଟ୍ରଷ୍ଟ ଓ “ପ୍ରିୟ” ସ୍ଵେଚ୍ଛାସେବୀ ସଂଗଠନ ମିଳିତାନୁକୁଲ୍ୟ ରେ ଏକ ଲିଗାଲ ଗାର୍ଡିଆନ୍ ସିପ…