Author: jagratbharat

ସରକାରୀ ଖୁଚୁରା ବଣ୍ଟନରେ ଅନିୟମିତତା ଓ ଦୁର୍ବ୍ୟବହାରଜିଲାପାଳଙ୍କ ନିକଟରେ ଅଭିଯୋଗ କରିଲେ

ସରକାରୀ ଖୁଚୁରା ବଣ୍ଟନରେ ଅନିୟମିତତା ଓ ଦୁର୍ବ୍ୟବହାରଜିଲାପାଳଙ୍କ ନିକଟରେ ଅଭିଯୋଗ କରିଲେ କଟକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଲେ ନିଆଳି ଅଲଣା ଗ୍ରାମପଞ୍ଚାୟତ ରାସନକାର୍ଡ ହିତାଧିକାରୀ, ଏହି ଗ୍ରାମପଞ୍ଚାୟତର ସରକାରୀ ଖାଉଟି ସାମଗ୍ରୀ ବଣ୍ଟନ କରିବା ପାଇଁ ଦାୟିତ୍ବରେ ଥିବା ସ୍ଵୟଂ…

ସାତକୋଶିଆରେ ଛଡ଼ାଯିବେ ୧୬ ଘଡ଼ିଆଳ

ଅନୁଗୋଳ /ଭୂବନେଶ୍ୱର, ୦୫/୧୧ : ଟିକରପଡାର ସାତକୋଶିଆ ଅଭୟାରଣ୍ୟ ମହାନଦୀ ଅଞ୍ଚଳରେ ୧୬ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯିବ । ଏଥିପାଇଁ ଘଡ଼ିଆଳ ପୁନଃଉଦ୍ଧାର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବରରେ ୮ଟି ଓ ୨୦୨୫ ମସିହାରେ ଆଉ…

ଭିଜିଲାନ୍ସ ଜାଲରେ ଜାଲରେ ବରିଷ୍ଠ କିରାଣି

ଭୂବନେଶ୍ୱର, ୦୫/୧୧ : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ । ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ କିରାଣି…

ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି…

ମହିଳା କ୍ରିକେଟ: ୪ ବର୍ଷରେ ୧୧ଟିମ ଖେଳିବ ୪୦୦ ମ୍ୟାଚ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି…

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ଭୂବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ…

କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି: ଆଜି ପଡିବ ଭୋଟ

ନୂଆଦିଲ୍ଲୀ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ…

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗ: ଚିକିତ୍ସିତ ୨ ଗୁରୁତରଙ୍କୁ ହେପାଟାଇଟିସ୍

ଭୂବନେଶ୍ୱର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ମିଳିଛି।…

ନଭେମ୍ବର ୨୧ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଭୂବନେଶ୍ୱର: ନଭେମ୍ବର ୨୧ରୁ ଖରିଫ ଧାନର କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷକମାନଙ୍କଠାରୁ…