ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ୫ ହାଜର ଟଙ୍କା ଲାଞ୍ଚ ଅଭିଯୋଗ
ଅସ୍ତ୍ରୋପଚାର ପାଇଁ ୫ ହାଜର ଟଙ୍କା ଲାଞ୍ଚ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବା ବେଳେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କ ଠାରୁ ୱାର୍ଡରେ ଥିବା ଜଣେ ମହିଳା ଟଙ୍କା ନେଇଥିବା…
