ଉଚ୍ଚ ପ୍ରାଥମିକ ଶିକ୍ଷକ ଦକ୍ଷତା(ଷ୍ଟାର୍) ତାଲିମ୍, ଶିବିର ଉଦଯାପିତ
ଉଚ୍ଚ ପ୍ରାଥମିକ ଶିକ୍ଷକ ଦକ୍ଷତା(ଷ୍ଟାର୍) ତାଲିମ୍, ଶିବିର ଉଦଯାପିତ ଅଦ୍ୟ ତା ୨୫/୧୦/୨୦୨୪ ଶୁକ୍ରବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଉତ୍ତମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଉତ୍ତମ ରେ ବ୍ଲକ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ…
