Author: jagratbharat

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍‌ର ଦ୍ଵିତୀୟ ସଂସ୍କରଣ ଘୋଷଣା

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍‌ର ଦ୍ଵିତୀୟ ସଂସ୍କରଣ ଘୋଷଣା ୨୦୨୫ ଜାନୁଆରି ୧୧ରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ ପାରିପାର୍ଶ୍ବକ ଅଞ୍ଚଳରେ ଆୟୋଜନ କରାଯିବ ଜୈବ ବିବିଧତ ।…

ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ

ଭୂବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର…

ଅଫିସର ବଦଳି ପ୍ରସଙ୍ଗ: ଜୟନାରାୟଣ କହିଲେ, ‘ନେତା ଭଲ ଅଫିସର ଚାହାନ୍ତି’

ଭୂବନେଶ୍ବର: ଅଫିସରମାନେ ସବୁବେଳେ ଚାହାନ୍ତି ସୁବିଧାବାଦୀ ଜାଗାରେ ପୋଷ୍ଟିଂ ହେବାକୁ । ଆଉ ନେତା ଚାହାନ୍ତି ସେମାନଙ୍କ ଅଞ୍ଚଳରେ ଭଲ ଅଫିସର ରୁହନ୍ତୁ । ସରକାରୀ ଅଫିସରଙ୍କ ବଦଳି ଏବଂ ପୋଷ୍ଟିଂରେ ରାଜନେତାଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ରଖି କିଛି ଏପରି…

ବଦଳିପାରେ ଥଇଥାନ୍ ନିୟମ: ଚାକିରୀ ବଦଳରେ ମିଳିବ ଟଙ୍କା!

ଭୂବନେଶ୍ବର: ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ବଦଳିପାରେ ନିୟମ । ରିହାବିଲିଟେନ୍ ଯୋଜନାରେ ପରିବର୍ତ୍ତନ ହୋଇପାରେ । ଏନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ରିହାବିଲିଟେନ୍ ଯୋଜନାରେ ଏଣିକି ପରିବାର ବର୍ଗଙ୍କୁ ଚାକିରୀ…

ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ : ହାଇକୋର୍ଟ

ଭୂବନେଶ୍ୱର, ୧୨/୧୧ : ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି । ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି । ସେନା ଅଧିକାରୀଙ୍କୁ ଥାନାରେ ବ୍ୟବହାର ନେଇ ଏସଓପି ଜାରି କରାଯାଇଛି ।…

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି କାର୍ତ୍ତିକ ମାସର ବଡ଼ ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି କାର୍ତ୍ତିକ ମାସର ବଡ଼ ଏକାଦଶୀ ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ…

ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ଆଜି କଳସ ଯାତ୍ରା

ଢେଙ୍କାନାଳ: ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବଡ଼ ଜୋରା ଠାରୁ ୧୩୦ ରୁ ଉର୍ଦ୍ଧ୍ବ ମହିଳା ବାଦ୍ୟ ଦ୍ୱାରା ଗ୍ରାମ ପରିକ୍ରମା…

ଆଜିଠୁ ପଞ୍ଚୁକ ବ୍ରତ: ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୂରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକବ୍ରତ । ଏଥର ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ଗୋଟିଏ ଦିନ କ୍ଷୟ କାରଣରୁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶ ବାଦ୍ ଦେଇ…

ଆଇଓସିଏଲ ରିଫାଇନରୀରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ଜଣେ ଗୁରୁତର

ଗାନ୍ଧୀନଗର: ଗୁଜରାଟର ଭଦୋଦରାରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ ତଥା ଆଇଓସିଏଲ୍‌ ରିଫାଇନରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ସମ୍ପର୍କରେ…

ବଦଳିଲା ନର୍ସିଂ ଅଧିକାରୀଙ୍କ ଡ୍ରେସ କୋଡ୍‌

ଭୂବନେଶ୍ୱର, ୧୧/୧୧ : ନର୍ସିଂ ଅଧିକାରୀଙ୍କ ଡ୍ରେସ କୋଡ୍‌ ବଦଳାଇଲେ ରାଜ୍ୟ ସରକାର। ଏଣିକି ନୂତନ ପୋଷାକରେ ରହିବ ସମ୍ବଲପୁରୀ ଛିଟ। ନର୍ସିଂ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହିତ ଆଲୋଚନା…