Author: jagratbharat

ଚାଉଳ ଦେବାକୁ ଡାକି ବିଧବା ମହିଳାଙ୍କୁ ଦୁଷ୍କର୍ମ : ବନ୍ଧା ହେଲେ ଯୋଗାଣ ସହାୟକ

ଭୂବନେଶ୍ୱର, ୧୧/୧୧ : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପ୍ରାୟ ଦେଢବର୍ଷ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୂବନେଶ୍ୱର, ୧୨/୧୧ : ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା । ଉପକୂଳ ସମେତ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତାକାଲି ଗଂଜାମ,…

ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ପରିବାର ସଦସ୍ୟଙ୍କୁ ମିଳିବ ମୋଟା ଅଙ୍କର ଅନୁକମ୍ପା : ମନ୍ତ୍ରୀ

ଭୂବନେଶ୍ୱର, ୧୨/୧୧ : ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ଏଭଳି ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ପରିବାର ସଦସ୍ୟଙ୍କୁ ମିଳିବ ମୋଟା ଅଙ୍କର ଅନୁକମ୍ପା । କିଛି ଦିନ…

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୂବନେଶ୍ଵର, ୧୨/୧୧ : ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀସ୍ଥିତ ନେହେରୁ ଭବନରେ ହେବାକୁ ଥିବା ପ୍ରବାସୀ ଭାରତୀୟ ନୂଆ ଓ୍ବେବ ସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୧୧.୧୧:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ…

ଦ୍ଵାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ

ଦ୍ଵାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ଅଦ୍ୟ ତା ୧୧/୧୧/୨୦୨୪ ସୋମବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁକ୍ତ ବଶିଷ୍ଠ ସାହୁଙ୍କ ଅଧ୍ୟକ୍ଷତାରେ ଓ ସହକାରୀ ଶିକ୍ଷକ…

ପଦ୍ମଶ୍ରୀ ବାବା ବାଲିଆ ଙ୍କ ଦ୍ୱାରା ମାଟିର ମହାକାବି ଶୁଦ୍ରମୁନି ଶାରଳା ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

( ପଦ୍ମଶ୍ରୀ ବାବା ବାଲିଆ ଙ୍କ ଦ୍ୱାରା ମାଟିର ମହାକାବି ଶୁଦ୍ରମୁନି ଶାରଳା ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ) ଜଗତସିଂହପୁର ତା =11/11/24 ବାଲିକୁଦା ବ୍ଲକ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମାଟିର ମହାକାବି, ଓଡ଼ିଆ ମହାଭାରତ…

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନ୍ଫୋର୍ସମେଂଟ୍ ଟିମ୍ ଚଢାଉର ଘୋର ପ୍ରତିବାଦ

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନ୍ଫୋର୍ସମେଂଟ୍ ଟିମ୍ ଚଢାଉର ଘୋର ପ୍ରତିବାଦ ଢେଙ୍କାନାଳ,୧୧ା୧୧: ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନ ୧୧…

ବୁଢ଼ାପଙ୍କ ,ଅନୁଗୋଳ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିର ର ବାର ତମ ପ୍ରତିଷ୍ଠା ଦିବସ ତଥା ଶତାଧିକ ଭାଇ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକିର୍ତ୍ତନ

ବୁଢ଼ାପଙ୍କ ,ଅନୁଗୋଳ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିର ର ବାର ତମ ପ୍ରତିଷ୍ଠା ଦିବସ ତଥା ଶତାଧିକ ଭାଇ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକିର୍ତ୍ତନ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ନୂଆସାହି…

CT & GST ଛାପାରେ ଛାନିଆ ହୋଇ ହୃଦଘାତ ରେ ଜୀବନ ହାରିଲେ ବ୍ୟବସାୟୀ

CT & GST ଛାପାରେ ଛାନିଆ ହୋଇ ହୃଦଘାତ ରେ ଜୀବନ ହାରିଲେ ବ୍ୟବସାୟୀ। ଜୟପୁର ଠାରେ ଜୈନିକ ବ୍ୟବସାୟୀ CT & GST ଛାପାରେ ଛାନିଆ ହୋଇ ହୃଦ୍ ଘାତରେ ମୃତ୍ୟୁ ବରଣ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି।…