ରକ୍ତ ପାଇଁ ଜୟଦେବ ଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା
ରକ୍ତ ପାଇଁ ଜୟଦେବ ଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି |…
