ବଡ଼ବିଲ ରେଲୱେଷ୍ଟେସନ ନବୀକରଣ ପାଇଁ ସାମ୍ବାଦିକ ସମ୍ମିଳନୀ ଅୟୋଜନ
ବଡ଼ବିଲ ରେଲୱେଷ୍ଟେସନ ନବୀକରଣ ପାଇଁ ସାମ୍ବାଦିକ ସମ୍ମିଳନୀ ଅୟୋଜନ l ସମଗ୍ର ଦେଶରେ ନିର୍ମାଣ ହେବ ପାଞ୍ଚଶହ ଅତ୍ୟାଧୁନିକ ରେଲୱେ ଷ୍ଟେସନ, ସେଥି ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଠାରେ ଥିବା ରେଲୱେ ଷ୍ଟେସନ ଅନ୍ୟତମ ଯାହାର ହେବ…
