କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ୫୫ ନଂ ଜାତୀୟ ରାଜପଥ ନେଇ କଟାକ୍ଷ, ମୁଖ୍ୟମନ୍ତ୍ରୀ କଥା କମ, କାମ ବେଶୀ ଓ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି
ବଅଁରପାଳ,୨୮.୧୨- ଏହି ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ମା’ ଲୋଭୀ ଠାକୁରାଣୀ ଯାତ୍ରାପଡିଆରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ‘ଆମ ଓଡିଶା, ନବୀନ ଓଡିଶା ‘ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଜେଡି ନେତା ତଥା ୫ ଟି ଓ ଆମ ଓଡିଶା ନବୀନ…
