ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ନୂତନ କର୍ମକର୍ତ୍ତା ଏବଂ ସାଧାରଣ ସଭାର ଆୟୋଜନ
ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମଲାଭଟ୍ଟା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ନୂତନ କର୍ମକର୍ତ୍ତା ଏବଂ ସାଧାରଣ ସଭାର ଆୟାଜନ ହେଇଥିଲା। ସୂଚନା ଥାଉକି ଏହି ସଙ୍ଘ ଓଡ଼ିଶା ଡ୍ରାଇଭର ମହାସଂଘ ସହିତ ଅନୁବନ୍ଧିତ। ଡ୍ରାଇଭର ବିନା ପରିବହନର…
