ଶିକ୍ଷକ ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
ଗଁଦିଆ ବ୍ଳକ ଅନ୍ତର୍ଗତ ଗୁଣ୍ଡୁରାପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ନାୟକ ଗତ ଜୁନ ମାସ ତିରିଶି ତାରିଖରେ ଅବସର ନେଉଥିବାରୁ ଗଁଦିଆ ବ୍ଳକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।…
