ବ୍ୟାସ ଫାଉଣ୍ଡେସନ ଏବଂ ଜ଼ିଲ୍ଲା ଆଇନୀସେବା ପ୍ରାଧିକରଣ ର ହସ୍ତକ୍ଷେପ ପରେ ୯୩ ବର୍ଷର ଭିନ୍ନକ୍ଷମ ବୁଢ଼ାବାପ ଫେରିଲା ପରିବାରକୁ
( ବ୍ୟାସ ଫାଉଣ୍ଡେସନ ଏବଂ ଜ଼ିଲ୍ଲା ଆଇନୀସେବା ପ୍ରାଧିକରଣ ର ହସ୍ତକ୍ଷେପ ପରେ ୯୩ ବର୍ଷର ଭିନ୍ନକ୍ଷମ ବୁଢ଼ାବାପ ଫେରିଲା ପରିବାରକୁ ) ଜଗତସିଂହପୁର ତା =20/7/23 ଜଗତସିଂହପୁର ଜ଼ିଲ୍ଲା ତ୍ରିତୋଲ ବ୍ଲକ ତେନ୍ତୁଲିପଡ଼ା ପଞ୍ଚାୟତ ଦଣ୍ଡମିର ଗ୍ରାମର ବୟାନବେ ବର୍ଷୀୟା…
