ବିଭିନ୍ନ ସମସ୍ୟା ପ୍ରତିବାଦ ରେ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ: ପ୍ରତିଶୃତି ପରେ ଧାରଣା ଭଙ୍ଗ କଲେ
ବିଭିନ୍ନ ସମସ୍ୟା ପ୍ରତିବାଦ ରେ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ: ପ୍ରତିଶୃତି ପରେ ଧାରଣା ଭଙ୍ଗ କଲେ ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ସ୍ଥିତ ସମନ୍ୟୁତ ଶିଶୁ ବିକାଶ…
