ନର୍ଭେ ରାମ କମ୍ପାନୀର ପରିବେଷିୟ ସମ୍ବନ୍ଧିତ ଜନଶୁଣାଣୀକୁ ପ୍ରଭାବିତ ଅଞ୍ଚଳବାସୀଙ୍କ ସର୍ତ୍ତମୂଳକ ସମର୍ଥନ
ନର୍ଭେ ରାମ କମ୍ପାନୀର ପରିବେଷିୟ ସମ୍ବନ୍ଧିତ ଜନଶୁଣାଣୀକୁ ପ୍ରଭାବିତ ଅଞ୍ଚଳବାସୀଙ୍କ ସର୍ତ୍ତମୂଳକ ସମର୍ଥନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ତହସିଲ୍ ତଥା ଯୋଡା ଖଣିମଣ୍ଡଳ ଓ ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ପଞ୍ଚାୟତ ସ୍ଥିତ ଟଣ୍ଟ ଗ୍ରାମରେ ଥିବା ଖଣି…
