୧୪୯ ନମ୍ୱର ଜାତୀୟ ରାଜପଥ ନେଲା ଦୁଇ ମୁଣ୍ଡ
୧୪୯ ନମ୍ୱର ଜାତୀୟ ରାଜପଥ ନେଲା ଦୁଇ ମୁଣ୍ଡ ଟ୍ରକ ଓ ବାଇକ୍ ଧକ୍କାରେ ଦୁଇ ମୃତ ତାଳଚେର , ଆଜି ଅପରାହ୍ନ ୫ ଟା ସମୟରେ ତାଳଚେର ଥର୍ମାଲ ନିକଟସ୍ଥ ଜାତୀୟ ରାଜପଥ ୧୪୯ ନଂ ନନ୍ଦିରା ବ୍ରିଜ ପାଖରେ…
୧୪୯ ନମ୍ୱର ଜାତୀୟ ରାଜପଥ ନେଲା ଦୁଇ ମୁଣ୍ଡ ଟ୍ରକ ଓ ବାଇକ୍ ଧକ୍କାରେ ଦୁଇ ମୃତ ତାଳଚେର , ଆଜି ଅପରାହ୍ନ ୫ ଟା ସମୟରେ ତାଳଚେର ଥର୍ମାଲ ନିକଟସ୍ଥ ଜାତୀୟ ରାଜପଥ ୧୪୯ ନଂ ନନ୍ଦିରା ବ୍ରିଜ ପାଖରେ…
ସ୍ବର୍ଗତ ରାଜା ସାହେବଙ୍କ ୩୫ ତମ ଶ୍ରାଦ୍ଧ ଦିବସ ଓ ସ୍କୁତିସଭା ଅନୁଷ୍ଠିତ ବିଷୟ ____ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ରାଜା ସାହେବ, ଓଡ଼ିଶାର ପୃର୍ବତନ ମନ୍ତ୍ରୀ,ପୃର୍ବତନ ସାଂସଦ,ଓଡିଶା ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ବ , ବିଶିଷ୍ଟ ଜନନାୟକ ସ୍ବର୍ଗତ ଶରତ କୁମାର…
(ଯୌତୁକ ନିର୍ଯାତନା ପାଇଁ ବଧୂ ହତ୍ୟା | ପହଞ୍ଚି ପାରିଲାନି ସାଇଣ୍ଟିଫିକ୍ ଟିମ୍ |ଘଣ୍ଟା ଘଣ୍ଟା ଧରି ପଡ଼ି ରହିଛି ମୃତ ଦେହ ) ଜଗତସିଂହପୁର ତା =24/3/23 ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା ଗ୍ରାମରେ ଯୌତୁକ ଜନିତ ବଧୂ…
କଙ୍କଡ଼ାହାଡ଼ ବ୍ଲକରେ ଆପ୍ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଢ଼େଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରତିନିଧି ମାନଙ୍କର ବୈଠକ ଡ଼ଙ୍ଗାପାଳସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ…
( ପୁରୁଣା ବସନ୍ତ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ମହାଘୋଟଲା ପ୍ରତିବାଦ ରେ ଚାଷୀ ପକାଇଲେ ତାଲା ) ଜଗତସିଂହପୁର ତା =24/3/23 ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ପ୍ରାଥମିକ କୃଷିଋଣ ସମବାୟ ସମିତି କାର୍ଯ୍ୟାଳୟ ରେ…
ଟ୍ରକ ଧକ୍କାରେ ଝିଅ ମୃତ, ବାପା ଗୁରୁତର କାମାକ୍ଷାନଗର ଭୁବନ ଥାନା NH 53ରେ ଦୁର୍ଘଟଣା । ଯମୁନାକୋଟ ଛକ ନିକଟରେ ଟ୍ରକ ଧକ୍କାରେ ଝିଅ ମୃତ । ମୃତକ ଦଶମ ଶ୍ରେଣୀର ଛାତ୍ରୀ ସ୍ବାତୀ ସୁଚରିତା ଜେନା । ବାପା…
ମିଶ୍ରମାଳ ଗ୍ରାମରେ ଜଳସଂଙ୍କଟ, ଯନ୍ତ୍ରଣା ଦାୟକ ହେଉଛି ପାଣି କେନ୍ଦୁଝର,୨୪/୩: ଜଳ ହିଁ ଜୀବନ । ଜଳ ବିନା ମଣିଷ ବଞ୍ଚି ପାରିବ ନାହିଁ । ମାତ୍ର ଦେଶ ସ୍ବାଧିନତାର ୧୯୪୭ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତେଳା…
କଟକ: ଓଡ଼ିଶା ଏଫ୍ସି ଫୁଟବଲ କ୍ଲବର ବ୍ରାଜିଲ ଫରୱାର୍ଡ ଡିଏଗୋ ମୁରାସିଓ ଓ ଓଡ଼ିଶାର ଉଦୟମାନ ଯୁବ ଧାବକ ବାପି ହାଁସଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁରାସିଓ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ ରୂପା ତାରକସି କାରୁକାର୍ଯ୍ୟର ଉପହାର…
ବଢିବନି ବିଦ୍ୟୁତ ଦର। ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି OERC । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩…