ଭାରତ ୧୪୪ରନରେ ଆଗୁଆ – ନାଗପୁର ଟେଷ୍ଟ
ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ l ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୧୭୭ରନ ଜବାବରେ ଭାରତ ୧୧୪ ଓଭର ଖେଳି ୭ ୱିକେଟରେ ୩୨୧ରନ କରିଛି। ହାତରେ ଆଉ ୩ ୱିକେଟ ସୁରକ୍ଷିତ ଥିବାବେଳେ ଭାରତ ୧୪୪ରନରେ…
ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ l ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୧୭୭ରନ ଜବାବରେ ଭାରତ ୧୧୪ ଓଭର ଖେଳି ୭ ୱିକେଟରେ ୩୨୧ରନ କରିଛି। ହାତରେ ଆଉ ୩ ୱିକେଟ ସୁରକ୍ଷିତ ଥିବାବେଳେ ଭାରତ ୧୪୪ରନରେ…
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର କଲେ ଶୁଭ ଉଦ୍ଘାଟନ l Post Views: 27
ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ସହିତ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ପ୍ରଥମେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। Post Views: 27
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ଢେଙ୍କାନାଳ,୧୦ା୨: ଢେଙ୍କାନାଳ ମିନିଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହା ସୋମବାର ପର୍ଯ୍ୟନ୍ତ ଚାଲିବ । ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ,…
୫ ବ୍ଲକ୍କୁ ଗଡିଲା ମାଣ୍ଡିଆ ରଥ ଢେଙ୍କାନାଳ ସଦର,୧୦ା୨ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍କୁ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ…
ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କମ୍ ଜଳ ବ୍ୟବହାର କରି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀକୂଳକୁ ଆହ୍ବାନ ଢେଙ୍କାନାଳ , ୧୦/୦୨ : ସ୍ଵଚ୍ଛ ଜଳ ପ୍ରୟୋଗ କରି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀକୂଳ ଆଗଭର ହେବାକୁ…
ବୁଢ଼ାପଙ୍କ ଗ୍ରାମରେ ୨୭ ତମ ପରାୟଣ ମହାଯଜ୍ଞ । ବଅଁରପାଳ, ୧୦/୨ :ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ରେ ଆଜି ୨୭ ତମ ପରାୟଣ ମହାଯଜ୍ଞ ପାଳିତ ହୋଇଯାଇଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀରୁ ମହିଳା ଏବଂ ପୁରୁଷ…
BREAKUNG NEWS ଚୌଦ୍ଵାର ଥାନା ପୋଲିସ୍ କୁ ମିଳିଲା ବଡ଼ ସଫଳ ଚୌଦ୍ଵାର ଥାନା ପୋଲିସ୍ କୁ ବଡ଼ ସଫଳତା ଡକାୟତି ଘଟଣାର ପର୍ଦ୍ଦାଫାଶ୍ । ୯ ଅଭିଯୁକ୍ତ ଗିରଫ, ବହୁ ମୂଲ୍ୟର ସୁନା ଅଳଙ୍କାର ସହ ଲାପଟପ୍, ବିନା ନମ୍ବର…
ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ପୂଜାହାରୀ ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ । ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ । Post Views: 15
ବିଚାରପତି ନିଯୁକ୍ତି ହେଲେ ସୁପ୍ରିକୋର୍ଟରେ ସୁପ୍ରିମକୋର୍ଟରେ ଆଉ ଦୁଇ ବିଚାରପତି ନିଯୁକ୍ତି | ସୁପ୍ରିମକୋର୍ଟ ତରଫରୁ ଉଭୟଙ୍କ ନାମ ସୁପାରିଶ କରାଯାଇଥିଲା। ଉଭୟଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ଲଗାଇଛନ୍ତି। Post Views: 4