Author: jagratbharatnews

ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼ ପାଇଁ ପ୍ରେସ କନ୍ ଫରେନ୍ସ

ଟାଟାଷ୍ଟିଲ୍ମେରାମଣ୍ଡଳୀପକ୍ଷରୁ ‘ଏକ ସବୁଜଗ୍ରହ ପାଇଁ ଦୌଡ’ÿବିଷୟବସ୍ତୁକୁନେଇରନ୍-ଏ-ଥନ୍ରତୃତୀୟସଂସ୍କରଣଘୋଷଣା – ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତହେବ – ପ୍ରତି ପଞ୍ଜୀକରଣ ପାଇଁଗୋଟିଏଚାରାରୋପଣକରାଯିବ – ୪.୨ ଲକ୍ଷଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ଉତ୍ସାହୀ ଅଂଶଗ୍ରହଣକରିବେ ଢେଙ୍କାନାଳ: ଟାଟାଷ୍ଟିଲ୍ମେରାମଣ୍ଡଳୀ ପକ୍ଷରୁଗର୍ବରସହଟାଟାଷ୍ଟିଲ୍ମେରାମଣ୍ଡଳୀରନ୍-ଏ-ଥନ୍ରତୃତୀୟସଂସ୍କରଣବିଷୟରେଘୋଷଣାକରାଯାଇଛି ଯାହାକୁଢେଙ୍କାନାଳଜିଲ୍ଲା…

ଚୌଦ୍ୱାର ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଚୌଦ୍ୱାର ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ । କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଦୌଲତବାଦ ସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ ଢେଙ୍କାନାଳ , ୨୪ / ୦୧ : ସ୍ଥାନୀୟ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା – ୨୦ ୨୨- ୨୩ ଉଦ୍‌ଯାପିତ ହୋଇଯାଇଅଛି । ହୀନ୍ଦି –…

ଗୋପିଆକୁଦ ସରପଞ୍ଚ ଙ୍କ ଦାଦାଗିରି ବିରୋଧ ରେ ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଯୋଗକାରୀ

(ଗୋପିଆକୁଦ ସରପଞ୍ଚ ଙ୍କ ଦାଦାଗିରି ବିରୋଧ ରେ ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଯୋଗକାରୀ ) ଜଗତସିଂହପୁର ତା =24/1/23 ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ରେ ଘଟିଛି ଅଜବ ଘଟଣା |ଗୋପିଆକୁଦ ଗ୍ରାମର କୃଷ୍ଣ ପରିଡା…

ଭଟ୍ଟିମୁଣ୍ଡା ରେ ମାର୍ଶାଘାଇ ପୋଲିସ ର ଚଢ଼ାଉ ବିପୁଳ ପରିମାଣ ର ଚୋରା ଇଲେକ୍ଟ୍ରି ତାର ଜବତ

ଭଟ୍ଟିମୁଣ୍ଡା ରେ ମାର୍ଶାଘାଇ ପୋଲିସ ର ଚଢ଼ାଉ ବିପୁଳ ପରିମାଣ ର ଚୋରା ଇଲେକ୍ଟ୍ରି ତାର ଜବତ । କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ର ଭଟ୍ଟିମୁଣ୍ଡା ଗ୍ରାମ ର ହେମନ୍ତ ନାୟକ ଙ୍କ ଘରେ ମାର୍ଶାଘାଇ ପୋଲିସର ଚଢ଼ାଉ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଓ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ଦାବିରେ…

ଯାଦୁକରଙ୍କ ଯାଦୁ କଳାରେ ଦର୍ଶକ ବିମୋହିତ

ଯାଦୁକରଙ୍କ ଯାଦୁ କଳାରେ ଦର୍ଶକ ବିମୋହିତ ଭବାନୀପାଟଣା ଆଜି ସଂନ୍ଧ୍ୟା ସାତ ଘଟିକା ସମୟରେ ଭବାନୀପାଟଣା ଟାଉନ ହଲ ଠାରେ ଆର. କେ ହୀରାଲାଲ ଫାଉଣ୍ଡେସନ ଦ୍ୱାରା ଏକ ଯାଦୁ କଳା ଏବଂ ହାତସଫେଇ କ୍ରୀଡା ପରିବେଷଣ ହୋଇଥିଲା. ଏହାକୁ ଅନୁଷ୍ଠାନି…

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଗଞ୍ଜାମ ବ୍ୟୁର, ରୂପକ ମହାନ୍ତି, ଯୋଗାଯୋଗ,9668662929, ବ୍ରହ୍ମପୁର,୨୨/୧/୨୩/:ବିଜୁ ଜନତାଦଳ ଏକ ଶୃଙ୍ଖଳିତ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା ଓ ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ସାରା…

ପରକ୍ରିୟା ପ୍ରୀତିରୁ ପ୍ରେମିକାକୁ କାତିରେ ଆକ୍ରମଣ କରି ପ୍ରେମିକ କଲା ଥାନାରେ ଆତ୍ମ ସମର୍ପଣ

ପରକ୍ରିୟା ପ୍ରୀତିରୁ ପ୍ରେମିକାକୁ କାତିରେ ଆକ୍ରମଣ କରି ପ୍ରେମିକ କଲା ଥାନାରେ ଆତ୍ମ ସମର୍ପଣ . ଜାଗ୍ରତଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର, ରୂପକ ମହାନ୍ତି.ଯୋଗାଯୋଗ 9668662929 ବ୍ରହ୍ମପୁର;୨୩/୧/୨୩.ଗତ କାଲି ରାତିରେ ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭିନୟ ଘଟଣା.ବଡବଜାର ଥାନା ଅନ୍ତର୍ଗତ ରଘୁପତି…

ରକ୍ତଦାନ ଶିବିର ଅନୁଷ୍ଠିତ – ୭୪ ୟୁନିଟ ରକ୍ତ ସଂଗୃହୀତ

ରକ୍ତଦାନ ଶିବିର ଅନୁଷ୍ଠିତ – ୭୪ ୟୁନିଟ ରକ୍ତ ସଂଗୃହୀତ ଅନୁଗୋଳ – ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ଗ୍ରାମ ପଞ୍ଚାୟତର କାଙ୍ଗୁଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

You missed